ରେଲୱେରେ ଚାକିରି! ଖାଲି ପଡ଼ିଥିବା ୧୦୪୪ ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଆବେଦନର ଶେଷ ତାରିଖ ୩ ଜୁନ୍‌

ଦକ୍ଷିଣ ପୂର୍ବ ମଧ୍ୟ ରେଲେଓ୍ଵ (SECR) ନାଗପୁର ଡିଭିଜନ, ୧୦୪୪ ଟ୍ରେଡ୍‌ ଅପ୍ରେଣ୍ଟିସ୍‌ ପଦ ପାଇଁ ଆବେଦନ ଗ୍ରହଣ କରିଛି। ଆବେଦନର ଶେଷ ତାରିଖ ରହିଛି ୨୦୨୨, ଜୁନ୍‌ ୩ ତାରିଖ। ଇଚ୍ଛୁକ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ େଓ୍ଵବ୍‌ସାଇଟ secr.indianrailways.gov.in ମାଧ୍ୟମରେ ଆବେଦନ କରି ପାରିବେ।

ଦକ୍ଷିଣ ପୂର୍ବ ମଧ୍ୟ ରେଲେଓ୍ଵ ନିଯୁକ୍ତି ୨୦୨୨ର ବିବରଣୀ

ପଦ: ଟ୍ରେଡ୍‌ ଅପ୍ରେଣ୍ଟିସ୍‌

ଖାଲି ପଡ଼ିଥିବା ପଦ ସଂଖ୍ୟା: ୧୦୪୪

ପେସ୍କେଲ: ଅପ୍ରେଣ୍ଟିସ୍‌ଶିପ ନିୟମ ଅନୁସାରେ

ନିଯୁକ୍ତି ୨୦୨୨ର ଟ୍ରେଡ୍‌ ଭିତ୍ତିକ ବିବରଣୀ

ନାଗପୁର ଡିଭିଜନ: ୯୮୦

ମୋତି ବାଗ କାର୍ଯ୍ୟଶାଳା ନାଗପୁର: ୬୪

ମୋଟ: ୬୯୬

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ପ୍ରାର୍ଥୀମାନେ ଦ୍ୱାଦଶ କିମ୍ବା ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍‌ ହୋଇଥିବା ଦରକାର ଏବଂ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ବନ୍ଧିତ ଟ୍ରେଡ୍‌ରେ ITI ପାଠ୍ୟକ୍ରମ ଶେଷ କରିଥିବା ଜରୁରୀ।

ବୟସ ସୀମା: ୧୫ରୁ ୨୪ ବର୍ଷ

କିପରି କରିବେ ଆବେଦନ: ଆଗ୍ରହୀ ପ୍ରାର୍ଥୀମାନେ ଦକ୍ଷିଣ ପୂର୍ବ ମଧ୍ୟ ରେଲେଓ୍ଵର ୱେବସାଇଟ୍ secr.indianrailways.gov.in ମାଧ୍ୟମରେ ଅନଲାଇନ ଆବେଦନ କରି ପାରିବେ।

ନିଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ୍ ଆବେଦନର ପ୍ରାରମ୍ଭିକ ତାରିଖ: ମେ’ ୦୪, ୨୦୨୨।

ଶେଷ ତାରିଖ: ଜୁନ୍‌ ୦୩, ୨୦୨୨।

ଚୟନ ପ୍ରକ୍ରିୟା: ଚୟନ ମେରିଟ୍ ତାଲିକା ଆଧାରରେ ହେବ। ଦକ୍ଷିଣ ପୂର୍ବ ମଧ୍ୟ ରେଲେଓ୍ଵ ନିଯୁକ୍ତି ୨୦୨୨ ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ secr.indianrailways.gov.inରେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.