୧୦ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ରେଲୱେରେ ୨୫୦୦ରୁ ଅଧିକ ପଦବୀ ଖାଲି
ରେଲୱେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ୧୦ମ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ୱେଷ୍ଟ ସେଣ୍ଟ୍ରାଲ ରେଲୱେରେ ବମ୍ପର ଭର୍ତ୍ତି। ଏହି ଭର୍ତ୍ତି ଅଭିଯାନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ iroams.com କୁ…