ଏବେ ଆପଣ ମଧ୍ୟ ଦେଇପାରିବେ ବଜେଟ ପାଇଁ ପରାମର୍ଶ : ରାଜ୍ୟ  ଅର୍ଥ ବିଭାଗ

୨୦୧୯-୨୦ ରାଜ୍ୟ ବଜେଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ । ଏଥିପାଇଁ ଜନସାଧାରଣଙ୍କ ଠାରୁ ମତାମତ ଆହ୍ଵାନ କରିଛନ୍ତି ରାଜ୍ୟ ଅର୍ଥ ବିଭାଗ । ଇ-ମେଲରେ [email protected]ରେ ଜନସାଧାରଣ ମତାମତ ପଠାଇପାରିବେ । ସେହିପରି ହ୍ଵାଟସ୍‌ଆପ୍‌ ଓ ମେସେଜ ମାଧ୍ୟମରେ ପରାମର୍ଶ ମୋବାଇଲ ନମ୍ବର ୯୪୩୮୧୬୧୧୧୧କୁ ଦେଇପାରିବେ । ଆଜିଠୁ ୧୫ ତାରିଖ ମଧ୍ୟରେ ମତାମତ ପଠାଇବାକୁ ଆହ୍ଵାନ କରାଯାଇଛି । ବଜେଟ ସଂକ୍ରାନ୍ତ ସମସ୍ତ ତଥ୍ୟ ସ୍ୱତନ୍ତ୍ର ୱେବ ପୋର୍ଟାଲ budget.odisha.gov.inରେ ଉପଲବ୍ଧ ।

Leave A Reply

Your email address will not be published.