5G ପାଇଁ ଏରିକସନ୍ ସହ ବିଏସ୍ଏନଏଲ ବୁଝାମଣା

ନୂଆଦିଲ୍ଲୀ : ଗ୍ରାହକ ସେବା ଦେବାରେ ବେସରକାରୀ ଟେଲିକମ୍ କମ୍ପାନୀକୁ ଟକ୍କର ଦେବାକୁ ବାହାରିଛି ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା ବିଏସ୍ଏନଏଲ୍ । ଏନେଇ ନାମୀ କମ୍ପାନୀ ଏରିକସନ୍ ସହିତ ଏହାର ବୁଝାମଣା ହୋଇଛି । ଡିଜିଟାଲ ଇଣ୍ଡିଆ ଯୋଜନାରେ ଫାଇଭ-ଜି ଟେକନୋଲଜି ଏବଂ ଇଣ୍ଟରନେଟ୍ ସମ୍ପର୍କିତ ବୈଷୟିକ ଜ୍ଞାନ କୌଶଳର ବିକାଶ ନେଇ ଏହି ବୁଝାମଣା ହୋଇଛି । ପୂର୍ବରୁ ଏୟାରଟେଲ୍ ମଧ୍ୟ ଏରିକସନ୍ ସହିତ ଏଭଳି ବୁଝାମଣା କରିଥିଲା ।

 

 

 

Leave A Reply

Your email address will not be published.