Below header

Maruti କାର କିଣିବାର ସୁବର୍ଣ୍ଣ ସୁଯୋଗ, ୮୬,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଡ଼ିସକାଉଣ୍ଟ ଜାଣନ୍ତୁ କଣ ରହିଛି ଦାମ

ଏପ୍ରିଲ ୧ ତାରିଖ ଠାରୁ BS6 ଏମିସନ ନର୍ମସ ଲାଗୁ ହେବାକୁ ଯାଉଛି ଯାହାପରେ ଗାଡି ଗୁଡିକର ଦର ଭାରି ମାତ୍ରାରେ ବୃଦ୍ଧିପାଇବ । ତେବେ ଯଦି ଆପଣ ଏକ ଗାଡି କିଣିବାକୁ ଚାଁହୁଛନ୍ତି ତାହେଲେ ମାର୍ଚ୍ଚ ମାସ ଶେଷ ପୂର୍ବରୁ କିଣିଦିଅନ୍ତୁ । ଯଦି ଆପଣ ମାରୁତି ଗାଡି କିଣିବାକୁ ଚାଁହୁଛନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ମାରୁତି ସୁଜୁକିର ଡ଼ିଲର୍ସ ମାନଙ୍କ ତରଫରୁ ମାରୁତି କାର ଉପରେ ବହୁତ ଭଲ ଡ଼ିସକାଉଣ୍ଟ ଆସିଛି । ଏପ୍ରିଲ ୧ ତାରିଖ ଠାରୁ BS6 ଏମିସନ ନର୍ମସ ଲାଗୁ ହେବାକୁ ଯାଉଛି ଯାହାକୁ ଦୃଷ୍ଟିରେ ରଖି ମାରୁତିର BS4 ଡିଜେଲ କାର ଉପରେ ଭାରି ଡ଼ିସକାଉଣ୍ଟ ମିଳୁଛି । ଏହାସହିତ BS6 ମଡେଲ ଉପରେ ମଧ୍ୟ ଡ଼ିସକାଉଣ୍ଟ ଦିଆଯାଉଛି । ତେବେ ଏହି ଡ଼ିସକାଉଣ୍ଟ Arena ଏବଂ Nexa ଦୁଇଟି ଆଉଟଲେଟରେ ବିକ୍ରି ହେଉଥିବା କାର ଉପରେ ରହିଛି ।

Image result for maruti car

ମାରୁତିର BS4 ଡିଜେଲ କାର ଉପରେ ୬୭୦୦୦-୮୬୦୦୦ ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ସହିତ BS4 ଏବଂ BS6 ମଡେଲ ଗୁଡିକ ଶସ୍ତାରେ କିଣିବାର ସୁଯୋଗ କେବଳ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରହିଛି । ତାହେଲେ ଆସନ୍ତୁ ଜାଣିବା ମାରୁତିର କେଉଁ ମଡେଲ ଉପରେ ରହିଛି କେତେ ଡ଼ିସକାଉଣ୍ଟ ।

ମାରୁତି ସୁଜୁକି ୨୦୨୦ ମସିହା ଏପ୍ରିଲ ମାସଠାରୁ ଡିଜେଲ କାର ଆଉ ବିକ୍ରି କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଏହା ନିଜର ପ୍ରାୟ ସମସ୍ତ ମଡେଲ BS6 କମ୍ପ୍ଲାୟାଣ୍ଟ ବନାଇ ଦେଇଛି ଯାହାକି ଏବେ ପେଟ୍ରୋଲ ଇଂଜିନ ସହିତ ଆସୁଛି ଏବଂ ଡିଜେଲ ଇଂଜିନ କେବଳ BS6 ମଡେଲରେ ଉପଲବ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.