Below header

ଦ୍ବାଦଶ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବନ ବିଭାଗରେ ନିଯୁକ୍ତି ପାଇଁ ବଢିଲା ଆବେଦନ ତାରିଖ

କର୍ଣ୍ଣାଟକ ବନ ବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରାକାଶ ପାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ଆସନ୍ତା ୧୫ ମେ ରଖାଯାଇଥିବା ବେଳେ ବର୍ତ୍ତମାନ ଆବେଦନ ତାରିଖ ବଢାଯାଇ ଆସନ୍ତା ୧୫ ଜୁନ୍ ୨୦୨୦ ରଖାଯାଇଛି। ଇଛୁକ ଆବେଦନକାରୀ ଆବେଦନ କରିବାକୁ ଚାହୁଁଥିଲେ Karnataka Forest Department ଅଧିକାରିକ ୱେବସାଇଟ ମାଧ୍ଯମରେ ଆବେଦନ କରିପାରିବେ।

forestପଦବୀ ନାମ ଏବଂ ପଦ ସଂଖ୍ଯା

ଫରେଷ୍ଟ ଗାର୍ଡ : ୩୩୯

ବୟସ ସୀମା

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ଯୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୨୭ ବର୍ଷ ନିର୍ଦ୍ଦାରିତ କରାଯାଇଛି।

forest-ମହତ୍ତ୍ବପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ : ୧୬ ମାର୍ଚ୍ଚ ୨୦୨୦

ଆବେଦନ କରିବାର ଶେଷ ତାରିଖ : ୧୫ ଜୁନ୍ ୨୦୨୦

ଆବେଦନ ପ୍ରକ୍ରିୟା

ଇଛୁକ ଆବେଦନକାରୀ ୱେବସାଇଟରେ ଜାରି କରାଯାଇଥିବା ଲିଙ୍କ୍ ମାଧ୍ଯମରେ ଆସନ୍ତା ୧୫ ଜୁନ୍ ୨୦୨୦ ମଧ୍ଯରେ ଆବେସଦନ କରିପାରିବେ। ଆବଦେନ କରିବା ସମୟରେ ଅନଲାଇନ୍ ଆବେଦନର ଏକ ପ୍ରିଣ୍ଟଆଉଟ୍ ନିଜ ପାଖରେ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.