Below header

SBI ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ଅଧିକାଂଶ ଯୁବପିଢିମାନେ ଏସବିଆଇ ବ୍ୟାଙ୍କରେ ନିଯୁକ୍ତି ପାଇଁ ଅଧିକ ସ୍ବପ୍ନ ଦେଖିଥାନ୍ତି। ବର୍ତ୍ତମାନ ଆପଣଙ୍କର ଏହି ସ୍ବପ୍ନ ସାକାର ହେବା ପାଇଁ ଏସବିଆଇ ପୁଣି ଏକ ସୁଯୋଗ ଦେଇଛି। ଭାରତୀୟ ଷ୍ଟେଯ ବ୍ୟାଙ୍କ ପକ୍ଷରୁ ସ୍ପେଶଲିଷ୍ଟ କ୍ୟାଡର ଅଫିସର (SCO) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିଥିବା ପାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ।

ଆବେଦନ କରିବା ତାରିଖ

ଅନଳାଇନ ଆବେଦନ କରିବାର ଆରମ୍ଭ ତାରିଖ: ୨୨ ଜୁଲାଇ ୨୦୧୯

ଅନଳାଇନ ଆବେଦନ କରିବାର ଶେଷ ତାରିଖ: ୧୨ ଅଗଷ୍ଟ ୨୦୧୯

sbi-scoଆବେଦନ ଶୁଳ୍କ

ଜେନେରାଲ, ଇଡବ୍ଲ୍ୟୁଏସ, ଓବିସି ବର୍ଗଙ୍କ ପାଇଁ- ୭୫୦ ଟଙ୍କା

ଏସସି, ଏସଟି, ପିଡବ୍ଲ୍ୟୁଡି ବର୍ଗଙ୍କ ପାଇଁ- ୧୨୫ ଟଙ୍କା

ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ଆବେଦନ ଫିସ୍ ଜମା କରିପାରିବେ।

ଏହା ସହ ପଢନ୍ତୁ: ବେକାର ଯୁବକଙ୍କ ପାଇଁ ଖୁସି ଖବର, ୧୨୧୮ ବନରକ୍ଷକ ପାଇଁ ଖୁବ ଶୀଘ୍ର ନିଯୁକ୍ତି

ଏପରି କରନ୍ତୁ ଆବେଦନ

ଇଛୁକ ପାର୍ଥୀମାନେ ୱେବସାଇଡ www.sbi.co.in ମାଧ୍ୟମରେ ୨୨ ଜୁଲାଇ ରୁ ୧୨ଅଗଷ୍ଟ ମଧ୍ୟରେ ଅନଲାଇନ ଆବେଦନ କରିପାରିବେ।

ଚୟନ ପକ୍ରିୟା

ଆଶାୟୀ ପାର୍ଥୀମାନଙ୍କୁ ସାକ୍ଷାତକାର ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.