Below header

ଯଦି ଆପଣ ସ୍ନାତକ, ତେବେ ଲୋକସଭା ସଚିବାଳୟରେ ଆସିଷ୍ଟାଣ୍ଟ ପଦ ପାଇଁ କରନ୍ତୁ ଆବେଦନ

ଲୋକସଭା ସଚିବାଳୟରେ ଆସିଷ୍ଟାଣ୍ଟ ପଦରେ ଅନେକ ଭର୍ତ୍ତି କରାଯାଉଛି। ଆଶାୟୀ ପ୍ରାର୍ଥୀ ଯେଉଁମାନେ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ୧୩ ଜାନୁଆରୀ ୨୦୨୦ ପୂର୍ବରୁ ଆବେଦନ କରିପାରିବେ। ଧ୍ୟାନରେ ରଖନ୍ତୁ ଯେପରି ଆବେଦନ ପତ୍ରରେ କୌଣସି ପ୍ରକାର ତ୍ରୁଟି ନଥିବ।

ଶିକ୍ଷାଗତ ଯୋଗ୍ୟତା

ଆଶାୟୀ ପ୍ରାର୍ଥିୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରେ କୌଣସି ବି ବିଷୟରେ ସ୍ନାତକ ଏବଂ ପିଜି କରିଥିବା ବାଧ୍ୟତାମୂଳକ। ଏହି ପଦ ସମ୍ବନ୍ଧୀୟ ଅଧିକ ବିବରଣୀ ପାଇଁ ଆପଣ ଏହାର ୱେବସାଇଟକୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ।

ବୟସ ସୀମା

ଆଶାୟୀ ପ୍ରାର୍ଥୀଙ୍କର ଅଧିକତମ ବୟସ ୨୭ ବର୍ଷ ରଖାଯାଇଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ – ୧୩ ଜାନୁଆରୀ ୨୦୨୦

ପଦ ବିବରଣୀ

ପଦର ନାମ                                           ପଦର ସଂଖ୍ୟା

କ୍ୟୁରେଟେରିଆଲ ଆସିଷ୍ଟାଣ୍ଟ                         ୦୧

ସଂରକ୍ଷଣ ସହାୟକ                                    ୦୧
ଟେକନିକ ଆସିଷ୍ଟାଣ୍ଟ                                   ୦୧

ଆବଦନ ପ୍ରକ୍ରିୟା

ଆଶାୟୀ ପ୍ରାର୍ଥି ସର୍ବପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ଏବଂ ନୋଟିଫିକେସନ୍‌ ଡାଉନଲୋଡ୍‌ କରନ୍ତୁ। ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଆବେଦନ ପ୍ରକ୍ରିୟା ପୂରା କରନ୍ତୁ।

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କ ଚୟନ ଆପ୍ଟିଚ୍ୟୁଡ୍‌ ଟେଷ୍ଟ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.