BOB ବ୍ଯାଙ୍କରେ ଖାଲିପଡିଛି ଅଫିସର ପଦବୀ, ଅଧିକ ଜାଣିବା ପାଇଁ ପଢନ୍ତୁ ଏହି ଖବର

ବ୍ଯାଙ୍କ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବ୍ଯାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ଏଠାରେ ଯୋଗ୍ଯ ପ୍ରାର୍ଥୀ ଭର୍ତ୍ତି ପାଇଁ ଅଧିକାରକ ନୋଟିଫିକେସନ ଜାରି କରାଯାଇଛି। ଯଦି ଆପଣ ଏହିଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ ଚାହୁଁଚନ୍ତି , ତେବେ ଜଲଦି କରନ୍ତୁ ୩୦ ନଭେମ୍ବର ଶେଷ ତାରିଖ ରହିଛ। ଅଧିକ ଜାଣିବା ପାଇଁ ବ୍ଯାଙ୍କର ଅଧିକାରକ ୱେବସାଇଟ bankofbaroda.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ:

ଡିଜିଟାଲ ରିସ୍କ ସ୍ପେଶାଲିଷ୍ଟ:୨
ଲିଡ ଡିଜିଟାଲ ବିଜନେସନ ପାର୍ଟନରସିପ:୧
ଲିଡ ଡିଜିଟାଲ ସେଲ୍ସ:୧
ଡିଜିଟାଲ ଆନାଲିଟିକ୍ସ ସ୍ପେଶାଲିଷ୍ଟ: ୧
ସ୍ପେଶାଲିଷ୍ଟ:୧
ଡିଜିଟାଲ ଜର୍ନି ବିଶେଷଜ୍ଞ: ୧
ଡିଜିଟାଲ ସେଲସ ଅଫିସର: ୩
UI/UX ସ୍ପେଶାଲିଷ୍ଟ: ୧
ଟେଷ୍ଟିଂ ସ୍ପେଶାଲିଷ୍ଟ: ୨

Job

ଶିକ୍ଷାଗତ ଯୋଗ୍ଯତା: ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ଯ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ: ଅଣସଂରକ୍ଷିତ କ୍ଯାଟୋଗରୀ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ସଂରକ୍ଷିତ କ୍ଯାଟୋଗରୀ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ..

https://www.bankofbaroda.in/

https://www.bankofbaroda.in/writereaddata/Images/pdf/Detailed-Advertisement-Digi-Lending-Dept-Final-09-11-20.pdf

https://smepaisa.bankofbaroda.co.in/Recruitmentdigitallending/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.