Below header

ଦଶମ ପାସ୍‌ କରିଛନ୍ତି ? ତେବେ ଶୁଳ୍କ ନ ଦେଇ OPILରେ କରନ୍ତୁ ସରକାରୀ ଚାକିରି ଆବେଦନ

ଆପଣ ଦଶମ ପାସ୍‌ କରିସାରିଲେଣି ତ ? ଆପଣଙ୍କ ସରକାରୀର ଚାକିରିର ସୁଯୋଗ ଆଣିଛି ଅଏଲ ପାସ୍‌ ଇଣ୍ଡିଆ। OPIL ପକ୍ଷରୁ ଇଲେକ୍ଟ୍ରିସିଆନ ଏବଂ ଅନ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥି ଅଫିସିଆଲ ୱେବସାଇଟ oilpalmindia.com କୁ ଯାଇ ନୋଟିଫିକସନ ଅନୁସାରେ ଅଫଲାଇନ୍‌ ଆବେଦନ କରିପାରିବେ। ଏଥିopil ଆବେଦନ କରିବା ପାଇଁ ଆପଣଙ୍କୁ କୌଣସି ଶୁଳ୍କ ମଧ୍ୟ ଦେବାକୁ ପଡିବ ନାହିଁ।

palm

ଏହାସହ ପଢ଼ନ୍ତୁ : ୫୦ ହଜାରର Hero Splendor ବାଇକ୍‌ର ଦାମ ହୋଇଗଲା ୪ ଗୁଣ, ବାଇକ୍‌କୁ ଯୁବକ ଦେଲେ ଏଭଳି ଲୁକ୍‌

ଶିକ୍ଷାଗତ ଯୋଗ୍ୟତା : ଦଶମ/ଦ୍ୱାଦଶ/ଆଇଟିଆଇ/ ଡିପ୍ଲୋମା କରିବା ଆବଶ୍ୟକ।

ପଦବୀ ସଂଖ୍ୟା : ୧୦

ପଦବୀ ନାମ : ଇଲେକ୍ଟ୍ରିସିଆନ ଏବଂ ଅନ୍ୟାନ୍ୟ

ଆବେଦନ କରିବାର ଶେଷ ତାରିଖ : ୩୦ ନଭେମ୍ବର

ବୟସ : ୧୮ ରୁ ୩୬ ବର୍ଷ

ଦରମା : ବିଭାଗ ଅନୁସାରେ ( ୧୮,୨୪୬-୨୭,୬୦୯ ଟ.)

ଚୟନ ପ୍ରକ୍ରିୟା : ଇଣ୍ଟରଭ୍ୟୁରେ ନିଜ ଯୋଗ୍ୟତା ଅନୁଯାୟୀ

ଆବେଦନ ଶୁଳ୍କ : କିଛି ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.