Below header

ନିଯୁକ୍ତି ଜାରି କଲା IGNOU, ଏମିତି କରନ୍ତୁ ଆବେଦନ

ଇନ୍ଧିରା ଗାନ୍ଧି ରାଷ୍ଟ୍ରିୟ ମୁକ୍ତ ବିଶ୍ବବିଦ୍ଯାଳୟ, ନୂଆଦିଲ୍ଲୀ ନିଦେର୍ଶକ, ରେଜିଷ୍ଟ୍ର, ଉପ- ରେଜିଷ୍ଟର, ଜନସମ୍ପର୍କ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରରିବାକୁ ଚାହୁଁଥିବା ଇଛୁକ ଆବେଦନକାରୀ ଆସନ୍ତା ଜୁନ୍ ୧୧ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ଯା

ରେଜିଷ୍ଟର – ୦୧

ନିଦେର୍ଶକ (କମ୍ପ୍ଯୁଟର ପ୍ରଭାଗ) – ୦୧

ଉପ-ରେଜିଷ୍ଟର – ୦୭

ଜନସମ୍ପର୍କ ଅଧିକାରୀ (ପିଆରଓ) – ୦୧

ignou aaplyଆବେଦନ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ : ୧୦ ଏପ୍ରିଲ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ : ୧୧ ଜୁନ୍ ୨୦୨୦

ଶିକ୍ଷାଗତ ଯୋଗ୍ଯତା

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ଯତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି।

ବୟସ ସୀମା

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ଇନ୍ଧିରା ଗାନ୍ଧି ରାଷ୍ଟ୍ରିୟ ମୁକ୍ତ ବିଶ୍ବବିଦ୍ଯାଳୟ ଅନୁଯାୟୀ ୫୨, ୫୫ ଏବଂ ୫୭ ବର୍ଷ ନିର୍ଦ୍ଦାରିତ କରାଯାଇଛି।

job-ଆବେଦନ ପ୍ରକ୍ରିୟା

ଆବେଦନକାରୀ IGNOU ର ଅଧିକାରୀକ ୱେବସାଇଟକୁ ଯାଇ ସୂଚନା ସମ୍ପର୍କରେ ଜାଣିବା ପରେ ଜାରି କରାଯାଇଥିବା ନିର୍ଦେଶ ଅନୁଯାୟୀ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଧ୍ଯାନ ରଖନ୍ତୁ ଆବେଦନ କରିବା ସମୟରେ ଯେଭଳି କୌଣସି ତ୍ରୁଟି ନରହେ। କାରଣ ତ୍ରୁଟି ରହିବା ଦ୍ବାରା ଆପଣଙ୍କ ଆବେଦନ ପତ୍ର ସ୍ବିକାର କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.