BHEL ରେ ୟଙ୍ଗ ପ୍ରଫେସନାଲଙ୍କ ପାଇଁ ଖାଲିପଡିଛି ପଦବୀ, ମାସକୁ ଦରମା ୮୦ ହଜାର

ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍ ପକ୍ଷରୁ ୟଙ୍ଗ ପ୍ରଫେସନାଲଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହେଉଛି। ଏଠାରେ କର୍ପୋରେଟ ଷ୍ଟ୍ରାଟେଜି, କର୍ପୋରେଟ ଫାଇନାନ୍ସ ଏବଂ କର୍ପୋରେଟ ଏଚଆର ପଦବୀରେ ଭର୍ତ୍ତି କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ୩୧ ଡିସେମ୍ବର ୨୦୨୦ ପୂର୍ବରୁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ କିମ୍ବା ଡିପ୍ଲୋମା ସମ୍ବନ୍ଧୀୟ ଜ୍ଞାନ ଥିବା ଆବଶ୍ଯକ।

ଜରୁରୀ ତାରିଖ: ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୩୧ ଡିସେମ୍ବର ୨୦୨୦ ରହିଛି।

ଚୟନ ପ୍ରକ୍ରିୟା: ଏହି ପଦବୀରେ ନିଯୁକ୍ତି ପାଇଁ ଚୟନ ଇଣ୍ଟରଭ୍ଯୁ ମାଧ୍ୟମରେ କରାଯିବ।

job

ଦରମା: ମାସକୁ ୮୦ ହଜାର

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ BHEL ର www.careers.bhel.in ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.