Below header

Coal India ରେ ବମ୍ପର ନିଯୁକ୍ତି, ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ

Coal India ରେ ଚାକିରି କରିବା ପାଇଁ ଚିନ୍ତା କରୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ କୋଲ ଫିଲ୍ଡ ଲିମିଟେଡ୍‌ ଅପାରଣ୍ଟିସ ୫୩୯ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ମାଧ୍ୟମରେ ଅନଲାଇନ ଆପ୍ଲାଏ କରିପାରିବେ। ଅଧିକ ଜାଣିବା ପାଇଁ ପ୍ରାର୍ଥୀ ୱେବସାଇଟ ଲିଙ୍କ centralcoalfields.in କୁ ଯାଇ କ୍ଲିକ୍‌ କରି ଦେଖିପାରିବେ।

ପଦବୀ ବିବରଣୀ: ୫୩୯

ଇଲେକ୍ଟ୍ରିସିଆନ: ୧୯୦

ଫିଟର: ୧୫୦

ମେକାନିକ ରିପେୟାର ଏବଂ ମେଣ୍ଟେନାନ୍ସ: ୫୦

COPA: ୨୦

ମେସିନିଷ୍ଟ: ୧୦

ଟ୍ୟୁନର: ୧୦

ଇଲେକ୍ଟ୍ରନିକ୍ସ ମେକାନିକ: ୧୦

ପ୍ଲମ୍ବର: ୭

ଫଟୋଗ୍ରାଫର: ୩

ଫ୍ଲୋରିଷ୍ଟ ଏବଂ ଲ୍ୟାଣ୍ଡସ୍କାପର: ୫

ଆକାଉଣ୍ଟ ଏକ୍ସକ୍ୟୁଟିଭ: ୩୦

ଅନ୍ୟାନ୍ୟ:

ଜରୁରୀ ତାରିଖ:

ଆବେଦନ କରିବାର ଶେଷ ତାରିଖ ୫ ଡିସେମ୍ବର ୨୦୨୧ ରହିଛି।

ଦରମା: ମାସକୁ ୭ ହଜାର ଟଙ୍କା।

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://freeebook.jagranjosh.com/free-pdf-page?file=ccl-notification-2021.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.