Below header

ପୁଣି ଟପିଲା ସେନସେକ୍ସ, ୩୯ ହଜାର ହେଲା ପାର

ନୂଆଦିଲ୍ଲୀ : ଷ୍ଟକ ମାର୍କେଟରେ ଜାରି ରହିଛି ଉତ୍ସାହ। ଲଗାତର କିଛି ଦିନ କମିବା ପରେ ହଠାତ୍ ବଢ଼ିଛି ସେନସେକ୍ସ ଓ ନିଫଟି । ଆଜି ଅପରାହ୍ନରେ ସେନସେକ୍ସ ୩୯,୦୫୪.୬୮ ପଏଣ୍ଟ ଏବଂ ନିଫଟି ୧୧,୭୨୬.୧୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଥିଲା। ଶେୟାର ବଜାରର ତୀବ୍ର ପରିବର୍ତ୍ତନର ଦୁଇଟି କାରଣ ରହିଛି ବୋଲି କୁହାଉଛି । ପ୍ରଥମତଃ ଅଶୋଧିତ ତୈଳର ମୂଲ୍ୟ କମ ହୋଇଥିବା ବେଳେ ଅନ୍ୟଟି ହେଉଛି ନିର୍ବାଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.