Below header

ଖୁବ ଶୀଘ୍ର ବଜାରକୁ ଆସୁଛି ୭.୮ ଇଞ୍ଚ ଡିସପ୍ଲେ ମୋବାଇଲ୍‌ ଫୋନ୍‌

ଆପଣ ବଡ଼ ହ୍ୟାଣ୍ଡସେଟ୍‌ର ସୌଖୀନ କି? ଖୁବଶୀଘ୍ର ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଚୀନ୍‌ର ମୋବାଇଲ୍‌ ମୋବାଇଲ୍‌ ଫୋନ୍‌ ନିର୍ମାଣକାରୀ କମ୍ପାନୀ ଲେନୋଭୋ । ଖୁବଶୀଘ୍ର ବଜାରକୁ ଆସିବ Lenovo Phab 3। ଏଥିରେ ରହିବ ୭ ଦଶମିକ ୮ ଇଞ୍ଚର ଫୁଲ୍‌ ଏଚଡି ଡିସପ୍ଲେ। ଆଣ୍ଡ୍ରଏଡ୍‌ ୯ ଭର୍ସନ ବି ରହିବ। ୫,୧୮୦ mAh ବ୍ୟାଟେରୀ ରହିବ ଏହି ଫୋନରେ।

ନିଶ୍ଚିତ ପଢ଼ନ୍ତୁ : ୨୪ ଫେବ୍ରୁଆରୀରେ ଲଞ୍ଚ ହେବାକୁ ଯାଉଛି ହୁୱାଇର ଫୋଲ୍ଡେବଲ ୫ଜି ଫୋନ୍

ଏହାସହ ଫ୍ଲେକ୍ସ ସହ ସିଙ୍ଗଲ୍‌ ରିଅର୍‌ କ୍ୟାମେରା, ଫ୍ରଣ୍ଟରେ ଫିଙ୍ଗରପ୍ରିଣ୍ଟ ସେନସର ବି ରହିବ। ୪୫୦ Soc ପ୍ରୋସେସର ସହ 3GB ରାମ ବି ଦେଇପାରେ କମ୍ପାନୀ। ଏହାପୂର୍ବରୁ ୨୦୧୫ରେLenovo Phab ଓ ୨୦୧୬ରେ Lenovo Phab 2 ଲଞ୍ଚ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.