Below header

ସ୍ମାର୍ଟ LED ଟିଭି ଉପରେ ବମ୍ଫର ରହାତି, ଆମଜନ ଦେଉଛି ୫୦ ପ୍ରତିଶତ ଯାଏ ଡିସ୍‌କାଉଣ୍ଟ୍‌

ଯଦି ଆପଣ ଦିପାବଳିରେ ସ୍ମାର୍ଟ LED ଟିଭ୍‌ ଚାହାଁନ୍ତି ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ । ଆମଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ସେଲ୍‌ରେ ଆପଣଙ୍କୁ ମିଳିପାରେ ଭଲ ଡିସ୍‌କାଉଣ୍ଟ୍‌ । ୩୨ ଇଞ୍ଚ୍‌ ସ୍ମାର୍ଟ ଟିଭିରୁ ଆରମ୍ଭ କରି ୬୫ ଇଞ୍ଚ୍‌ ଟିଭିରେ ୨୦ରୁ ୫୦ ପ୍ରତିଶତ ଯାଏ ଡିସ୍‌କାଉଣ୍ଟ ଅଫର ଦିଆଯାଉଛି । ଏଠାରେ ଆମେ ଆପଣଙ୍କୁ ୧୦ ଟି ସ୍ମାର୍ଟ LED ଟିଭି ସମ୍ପର୍କରେ କହୁଛି । ଯାହା ଆପଣ ଆମଜନ୍‌ େଓ୍ଵବ୍‌ସାଇଟ୍‌କୁ ଯାଇ ଦେଖିପାରିବେ ।

tv-amajon

୧.ସୋନି ବ୍ରାଭିଆ(୪୩ ଇଞ୍ଚ୍‌) : ସୋନି ବ୍ରାଭିଆ ୪୩ ଇଞ୍ଚ୍‌ HD Smart LED TV 2020 ମଡେଲ୍‌ ଉପରେ ଆପଣଙ୍କୁ ୨୨ % ରିହାତି ମିଳି ପାରେ । ଏହି ଟିଭିର ଦାମ୍‌ ୪୪,୯୯୦ ଟଙ୍କା ଥିବା ବେଳେ ଏହା ଆପଣଙ୍କୁ ୩୪,୯୯୦ ଟଙ୍କାରେ ମିଳିପାରିବ ।

୨. ଏଲ୍‌ଜି (୪୩ ଇଞ୍ଚ୍‌) : ଏଲ୍‌ଜି ୪୩ ଇଞ୍ଚ୍‌ HD Smart LED TV ମଡେଲ୍‌ 43LM5650PTA ରେ ଆପଣଙ୍କୁ ୨୯% ରିହାତି ମିଳୁଛି । ଏହାର ଦାମ୍‌ ରହିଛି ୪୦,୯୯୦ ଟଙ୍କା । ଅଫର ଅନୁଯାୟୀ ଏହା ଆପଣଙ୍କୁ ୨୮,୯୯୦ ଟଙ୍କାରେ ମିଳିବ ।

୩. ପାନାସୋନିକ(୪୦ ଇଞ୍ଚ୍‌) : ପାନାସୋନିକ ୪୦ ଇଞ୍ଚ୍‌ HD Android Smart LED TV ମଡେଲ୍‌ TH-40HS450DX ରେ ଆପଣଙ୍କୁ ୨୦ % କମ୍‌ ମୂଲ୍ୟରେ ମିଳିବ । ଏହି ଟିଭିର ମୂଲ୍ୟ ୨୪,୯୯୦ ଥିବା ବେଳେ ଏହା ଆପଣଙ୍କୁ ୧୯,୯୯୦ରେ ମିଳିପାରିବ ।

୪. ଟିସିଏଲ୍‌ (୪୦ ଇଞ୍ଚ୍‌) : ଟିସିଏଲ୍‌ ୪୦ ଇଞ୍ଚ୍‌ HD Android Smart LED TV ମଡେଲ୍‌ 40S6500FS 2020 ରେ ଆପଣଙ୍କୁ ୫୪ % ରିହାତିରେ ମଳିପାରିବ । ଏହାର ମୂଲ୍ୟ ୩୯,୯୯୦ ଟଙ୍କା ଥିବା ବେଳେ ଏହା ଆପଣଙ୍କୁ ୧୭,୯୯୯ ଟଙ୍କାରେ ମିଳିବ । ଅର୍ଥାତ୍‌ ୨୧,୯୯୧ ଟଙ୍କାର ରିହାତି ପାଇବେ ।

୫. ଟିସିଏଲ୍‌ (୫୦ ଇଞ୍ଚ୍‌) : ଟିସିଏଲ୍‌ ୫୦ ଇଞ୍ଚ୍‌ର 4K Ultra HD Certified Android Smart QLED TV ମଡେଲ୍‌ 50C715 ରେ ୫୭ % ରିହାତି ମିଳିବ । ଏହାର ମୂଲ୍ୟ ୧,୦୯,୯୯୦ ଟଙ୍କା ଥିବାବେଳେ ଆପଣଙ୍କୁ ୪୭,୫୯୯ ଟଙ୍କାରେ ମିଳିପାରିବ । ଏଥିରେ ଆପଣଙ୍କୁ ୬୨,୩୯୧ ଟଙ୍କା ରିହାତି ମିଳିପାରିବ ।

ଏମିତି ଆହୁରି ଅନେକ ଟିଭି ଉପରେ ଭଲ ରିହାତି ଅଛି ଯାହାକୁ ଆପଣ ଆମଜନ୍‌ େଓ୍ଵବ୍‌ସାଇଟ୍‌ରେ ଦେଖି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.