Below header

ଓଡ଼ିଶାରେ କରୋନାର ଦ୍ୱିତୀୟ ଲହରି, ରବିବାର ୯୮ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର :  ପୁଣି ଡରାଇଲାଣି କରୋନା । ଦେଶରେ ପୁଣି ଥରେ କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ ଏଥିରୁ ବାଦ ଯାଇନାହିଁ । ରବିବାର ଓଡ଼ିଶାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୯୮ ରେ । କ୍ୱାରେଣ୍ଟାଇନ୍‌ରୁ ୫୮ ଓ ଲୋକାଲ କଣ୍ଟାକ୍ଟରୁ ୪୦ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ ୭୭୯ ଥିବା ବେଳେ ୭୨ ଜଣ ନୂଆ ରିକଭରି ହୋଇଛନ୍ତି । ରବିବାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂକ୍ରମିତଙ୍କ ସଂଖ୍ୟା ଏହି ପରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.