Below header

ଆଜି କଟକରୁ ୯୩ ଜଣ କରୋନା ପଜିଟିଭ ଚିହ୍ନଟ, ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କର୍ତ୍ତୃପକ୍ଷ

କଟକ (କେନ୍ୟୁଜ ବ୍ୟୁରୋ) : ଆଜି କଟକ ଜିଲ୍ଲାରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ସିଏମସିରୁ ଆସିଛି ୯୩ ପଜିଟିଭ୍‌ ରିପୋର୍ଟ। ଏଥିରେ ୭୬ଟି ହୋମ୍‌ କ୍ୱାରେଣ୍ଟାଇନ୍‌ ମାମଲା ଥିବା ବେଳେ ୧୪ଟି ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସିଏମସିର ମୋଟ ଆକ୍ରାନ୍ତ ସଂଖ୍ୟା ୫୭୯ରେ ପହଞ୍ଚିଛି।

ଏଥିରୁ ୨୪୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଆକ୍ଟିଭ୍‌ ମାମଲା ୩୨୯ଟି ରହିଛି । ସିଏମସି ଅଞ୍ଚଳରେ ଏପର୍ଯ୍ୟନ୍ତ କରୋନାରେ ୮ ଜଣଙ୍କ ମୃତ୍ୟୁ ଘଟିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.