Browsing Tag

corona update in cuttack

ଆଜି କଟକରୁ ୧୬୨ ନୂଆ ପଜିଟିଭ ଚିହ୍ନଟ, ୨୬୭୮ ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

କଟକ: ରୌପ୍ୟ ନଗରୀରେ ଦିନ କୁ ଦିନ କାୟା ମେଲିବାରେ ଲାଗିଛି ମାରାତ୍ମକ କରୋନା । ଆଜି କଟକ ସହରରୁ ୧୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସକାଳ ସମୟରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ କଟକ ଜିଲ୍ଲାରୁ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

କଟକ ସହରରୁ ୭୯ ନୂଆ ପଜିଟିଭ, ୨୫୧୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

କଟକ: କଟକ ସହରରୁ ଆଜି ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସିଏମସି କତ୍ତୃପକ୍ଷ । ଆଜି କଟକ ଜିଲ୍ଲାରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ସହରର ୭୯ ଜଣ ଥିବା ଜଣାଯାଇଛି । ଯେବେକି ସହରର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ…

ଟ୍ୱିନ ସିଟିରେ ଚିନ୍ତା ବଢ଼ାଉଛି ଲୋକାଲ କେଶ, ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୮୩, କଟକରୁ ୨୧

 ଭୁବନେଶ୍ୱର: ରାଜଧାନୀରେ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୮୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ ୮୩ଜଣ ସ୍ଥାନୀୟ ବାସିନ୍ଦା ଥିବା…

କଟକ ସହରରୁ ୭୩ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୧୭୯୪କୁ ବୃଦ୍ଧି

କଟକ: ଆଜି କଟକ ସହରରୁ ୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି ଗତ ୨୪ ଘଣ୍ଟା ଭିତରେ ୨ ଜଣଙ୍କ ରିପୋର୍ଟ ଆସିଥିବା ଜଣାଯାଇଛି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୯୧୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୭୦ ଟି ଆକ୍ଟିଭ କେଶ ରହିଛି ।…

ଆଜି କଟକ ସହରରୁ ୮୧ ନୂଆ ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୪୭୦କୁ ବୃଦ୍ଧି

କଟକ: କଟକ ସହରରୁ ୮୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କତ୍ତୃପକ୍ଷ । ଆଜି କଟକ ଜିଲ୍ଲାରୁ ୧୨୪ ଜଣ ଚିନ୍ହଟ ହୋଇଥିବା ବେଳେ ସେମଧ୍ୟରୁ କଟକ ସହରରୁ ୮୧ ଜଣ ଅଛନ୍ତି । ଏହାକୁ ମିଶାଇ ସହରରେ ୧୪୭୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୭୬୭ ଟି…

କଟକ ସହରରୁ ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ଟ୍ୱିଟ ଜରିଆରେ ସୂଚନା ଦେଲା ସିଏମସି

କଟକ: ଆଜି କଟକ ସହରରୁ ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୮୯କୁ ବୃଦ୍ଧି ପାଇଛି । ଏଯାବତ ସହରରେ ୭୦୮ ଟି ଆକ୍ଟିଭ କେଶ ଥିବା ବେଳେ ୬୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସହରରୁ ବର୍ତ୍ତମାନ ସୁଦ୍ଧା ୧୦ଙ୍କ ପ୍ରାଣ ଯାଇଥିବା ଜଣାଯାଇଛି । ଆଜି…

କଟକ ସହରରୁ ଆଜି ୧୪୩ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨୫କୁ ବୃଦ୍ଧି

କଟକ: ଆଜି କଟକ ସହରରୁ ୧୪୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨୫ କୁ ବୃଦ୍ଧି ପାଇଛି । ଆଜି ସକାଳେ କଟକ ଜିଲ୍ଲାର ୧୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣା ଯାଇଥିବା ବେଳେ ସେମଧ୍ୟରୁ ୧୪୩ ଜଣ କଟକ ସହରର ଅଛନ୍ତି । ଏଯାବତ…

କଟକରୁ ଆଜି ୫୭ ପଜିଟିଭ ଚିନ୍ହଟ, କ୍ଵାରେଣ୍ଟିନରୁ ୪୯, ଲୋକାଲ କେସ ୮

କଟକ: ଆଜି କଟକ ଜିଲ୍ଲାରୁ ୭୫ଟି ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ କଟକରୁ ୫୭ ଜଣ ଥିବା ଜଣାଯାଇଛି । ଯେବେକି ଆଜି ୨୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ନେଇ ରିପୋର୍ଟ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ ପୂର୍ବରୁ ହୋମ କ୍ଵାରେଣ୍ଟୀନର ଥିବା ବେଳେ ୧୧ ଜଣ ସଙ୍ଗରୋଧ…

ଆଜି କଟକରୁ ୯୩ ଜଣ କରୋନା ପଜିଟିଭ ଚିହ୍ନଟ, ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କର୍ତ୍ତୃପକ୍ଷ

କଟକ (କେନ୍ୟୁଜ ବ୍ୟୁରୋ) : ଆଜି କଟକ ଜିଲ୍ଲାରୁ ୧୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ସିଏମସିରୁ ଆସିଛି ୯୩ ପଜିଟିଭ୍‌ ରିପୋର୍ଟ। ଏଥିରେ ୭୬ଟି ହୋମ୍‌ କ୍ୱାରେଣ୍ଟାଇନ୍‌ ମାମଲା ଥିବା ବେଳେ ୧୪ଟି ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ…

କଟକ ସହରରୁ ଆଜି ୩୪ ପଜିଟିଭ, ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କତ୍ତୃପକ୍ଷ

କଟକ: କଟକ ସହରରୁ ଆଜି ୩୪ ଜଣ ନୂଆ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଏହାକୁ ମିଶାଇ ସହରର ମୋଟ ପଜିଟିଭ ସଂଖ୍ୟା ୪୮୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସିଏମସି କତ୍ତୃପକ୍ଷ । ଆଜି ବାହାରିଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ହୋମ କ୍ଵରେଣ୍ଟାଇନର ହୋଇଥିବା ବେଳେ ୫ ଜଣ ସଙ୍ଗରୋଧ…

କଟକ ସହରରୁ ୧୧ ପଜିଟିଭ ଚିହ୍ନଟ, ୩୩୪ ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

କଟକ: ଆଜି କଟକ ମହାନଗର ନିଗମ ଅଂଚଳରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୬ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ହୋମ କ୍ଵାରେଣ୍ଟାଇନ ଓ ଆଉ ଦୁଇ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୪ ରେ ପହଁଚିଥିବା…

କଟକରେ ଦିନ କୁ ଦିନ ବଢ଼ିଚାଲିଛି ପଜିଟିଭ ସଂଖ୍ୟା, ଆଜି ସର୍ବାଧିକ ୯୪ ଆକ୍ରାନ୍ତ ଚିହ୍ନଟ

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । କହିରଖିବା ଉଚିତକି, ଆଜି ରାଜ୍ୟରେ ୨୦ ଟି ଜିଲ୍ଲାରୁ ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟର…