କଟକ: କଟକ ସହରରୁ ୮୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କତ୍ତୃପକ୍ଷ । ଆଜି କଟକ ଜିଲ୍ଲାରୁ ୧୨୪ ଜଣ ଚିନ୍ହଟ ହୋଇଥିବା ବେଳେ ସେମଧ୍ୟରୁ କଟକ ସହରରୁ ୮୧ ଜଣ ଅଛନ୍ତି । ଏହାକୁ ମିଶାଇ ସହରରେ ୧୪୭୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୭୬୭ ଟି ଆକ୍ଟିଭ କେଶ ରହିଛି । ଯେବେକି ୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷରେ ସହରରୁ ଆଜି ୧୦ ଜଣଙ୍କ ମୃତ୍ୟୁ ବାରଣ କରିଛି । ଅନ୍ୟପକ୍ଷରେ ଆଜି ସହରରୁ ୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି ।
#COVID19 update in Cuttack city (CMC area)
Out of the 124 new COVID-19 +ve cases reported today in #Cuttack district, 81+ve cases belong to Cuttack city (CMC area).
Another 22 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/aZPMIV8Xl2
— CMC,Cuttack (@CMCCuttack) August 7, 2020
ଆଜିର ଚିହ୍ନଟଙ୍କ ମଧ୍ୟରୁ ୩୮ଜଣ କଣ୍ଟନମେଣ୍ଟ ଜୋନରୁ ବାହାରିଥିବା ବେଳେ ୧୨ଟି ଲୋକାଲ କେଶ ରହିଛି । ଯେବେକି ୨୬ ଜଣ ପୂର୍ବରୁ ହୋମ କବାରେଣ୍ଟିଂନରୁ ବାହାରିଥିବା ବେଳେ ୫ଜଣ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ ।