Below header

ଆଜି ରାଜ୍ୟରେ ୬୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୬୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା କରନା ଆକ୍ରାନ୍ତଙ୍କ ମଧ୍ୟରେ ଆଜି ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡର ୫୪, କେନ୍ଦୁଝରର ୧୫, ଝାରସୁଗୁଡାର ୧୪, ଅନୁଗୁଳର ୪୦, କଟକର ୪୮, ଜଗତସିଂହପୁରର ୩୧,କେନ୍ଦ୍ରାପଡାର ୧୩, ଯାଜପୁରର ୨୧,ବରଗଡର ୨୧, ନୂଆପଡାର ୧୮, ସମ୍ବଲପୁରର ୯, କଳାହାଣ୍ଡିର ୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।


ସେହିପରି କନ୍ଧମାଳରୁ ୪ ଓ ଷ୍ଟେଟପୁଲର୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୧୪୬୬୫ ଜଣ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.