ବାଲିଗୁଡା ପୋଲିସର ନିଆରା ପଦକ୍ଷେପ: ମେଡିକାଲ ଆସୁଥିବା ରୋଗୀଙ୍କ ପାଇଁ ଆରମ୍ଭ କରିଛି ଅଟୋ ସେବା, ଜାରି ହେଲା ଜରୁରୀକାଳୀନ ନମ୍ବର

ବାଲିଗୁଡା : ଲକ୍‌ଡାଉନ୍‌ ସମୟରେ କନ୍ଧମାଳରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ସମୟରେ ରୋଗୀମାନେ ଯେପରି ସୁବିଧାରେ ହସ୍‌ପିଟାଲ ଆସିପରିବେ ସେନେଇ ବାଲିଗୁଡା ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆରମ୍ଭ ହୋଇଛି ଜରୁରୀକାଳୀନ ଅଟୋ ସେବା। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଟୋକୁ ସାମିଲ କରାଯାଇଛି। ଏହାସହ ଜୁରୀରକାଳୀନ ମୋବାଇଲ ନମ୍ବର ମଧ୍ୟ ଜାରି ହୋଇଛି। କେବଳ ଅନୁମତି ମିଳିଥିବା ଅଟୋ ମେଡିକାଲକୁ ରୋଗୀ ଆଣିବା କାର୍ଯ୍ୟରେ ନିୟୋଜିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.