Below header

ବଲାଙ୍ଗିର ଜିଲ୍ଲା ୪ ଦିନିଆ ସଟ୍‌ଡାଉନ୍, ଆଜିଠୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ତାଲା ବନ୍ଦ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ୪ ଦିନିଆ ସଟ୍‌ଡାଉନ୍‌ ଘୋଷଣା। ଆଜିଠୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ, ମଙ୍ଗଳବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗମନାଗମନ ମଧ୍ୟ ଠପ୍‌ ହୋଇଯାଇଛି। ଜିଲ୍ଲାର ପାଟଣାଗଡ଼, ଟିଟିଲାଗଡ଼ କଣ୍ଟାବାଞ୍ଜି ଆଦି ସହର ମଧ୍ୟ ସଟ୍‌ଡାଉନ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.