Below header

ସୋସିଆଲ ମିଡିଆରେ ରିଲିଜ ହୋଇଛି ନୋଟବୁକର ନୂଆ ଗୀତ ‘ବୁମରୋ’

କେନ୍ୟୁଜ୍ : ସୋସିଆଲ ମିଡିଆରେ ରିଲିଜ ହୋଇଛି ନୋଟବୁକର ନୂଆ ଗୀତ ବୁମରୋ । କମଲ ଖାନ ଗୀତଟିକୁ ଗାଇଥିବା ବେଳେ କମ୍ପୋଜ କରିଛନ୍ତି ବିଶାଲ ମିଶ୍ର । ବିଶାଳ ମିଶ୍ରା ମ୍ୟୁଜିକ ଦେଇଥିବା ବେଳେ କୌଶଲ କିଶୋର ଲିରିକ୍ସ ଲେଖିଛନ୍ତି । ନୋଟବୁକ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି ପ୍ରନୂତନ ବେହେଲ ଓ ଜାହିର ଇକବାଲ। ଫିଲ୍ମର ପ୍ରଯୋଜନା କରିଛନ୍ତି ସଲମାନ ଖାନ୍‌ । ମାର୍ଚ୍ଚ ୨୯ରେ ରିଲିଜ ହେବ ନୂଆ ଅନ୍ଦାଜ ଓ ନୂଆ କାହାଣୀକୁ ନେଇ ନିର୍ମିତ ଫିଲ୍ମ ନୋଟ୍‌ବୁକ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.