Browsing Tag

film notebook new song released

ସୋସିଆଲ ମିଡିଆରେ ରିଲିଜ ହୋଇଛି ନୋଟବୁକର ନୂଆ ଗୀତ ‘ବୁମରୋ’

କେନ୍ୟୁଜ୍ : ସୋସିଆଲ ମିଡିଆରେ ରିଲିଜ ହୋଇଛି ନୋଟବୁକର ନୂଆ ଗୀତ ବୁମରୋ । କମଲ ଖାନ ଗୀତଟିକୁ ଗାଇଥିବା ବେଳେ କମ୍ପୋଜ କରିଛନ୍ତି ବିଶାଲ ମିଶ୍ର । ବିଶାଳ ମିଶ୍ରା ମ୍ୟୁଜିକ ଦେଇଥିବା ବେଳେ କୌଶଲ କିଶୋର ଲିରିକ୍ସ ଲେଖିଛନ୍ତି । ନୋଟବୁକ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି ପ୍ରନୂତନ ବେହେଲ…