Below header

’ସଞ୍ଜୁ’କୁ ଗ୍ୟାଙ୍ଗଷ୍ଟାର ଆବୁ ସାଲେମଙ୍କ ନୋଟିସ

ସଞ୍ଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ’ସଞ୍ଜୁ’ରେ ଅଭିନେତା ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ହିଟ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଉଠିଛି। ଗ୍ୟାଙ୍ଗଷ୍ଟାର ଆବୁ ସାଲେମ ’ସଞ୍ଜ’ର ପ୍ରଡ୍ୟୁସରଙ୍କୁ ଏକ ଆଇନଗତ ନୋଟିସ ଦେଇଛନ୍ତି।
ସାଲେମଙ୍କ କହିବାନୁଯାୟୀ, ଏହି ଫିଲ୍ମରେ ତାଙ୍କ ବିଷୟରେ ଭୁଲ ସୂଚନା ଦେଖାଇଛନ୍ତି। ସଲିମ ଏହାକୁ ନେଇ ଆପତ୍ତି କରିଛନ୍ତି। ଏହି କାରଣରୁ ଆବୁ ସାଲେମ କ୍ଷମା ମାଗିବା ପାଇଁ କହିଛନ୍ତି।
ନୋଟିସ ଅନୁସାରେ ୧୫ଦିନ ଭିତରେ ଯଦି ନିର୍ମାତା କ୍ଷମା ନମାଗନ୍ତି ତେବେ ସେ ନିର୍ମାତାଙ୍କ ଉପରେ ମାନହାନୀ କେସ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.