Below header

ପୁଅ ତୈମୁରର ଆୟାଙ୍କ ଦରମାକୁ ନେଇ ଏପରି ରିଆକ୍ସସନ୍ ଦେଲେ କରିନା, କିଛି ଦିନ ହେବ ଏହାକୁ ନେଇ ଚାଲିଥିଲା ଚର୍ଚ୍ଚା

ମା କରିନା କପୁର ଖାନ୍ ଏବଂ ବାପା ସେଫ୍ ଅଲ୍ଲୀ ଖାନ୍ ଙ୍କ ଠାରୁ ପୁଅ ତୈମୁରଙ୍କ ଫ୍ଯାନ୍ ଫଲୋଇଙ୍ଗ ବେଶ୍ ଅଧିକ । ଜନ୍ମ ପରଠାରୁ ତୈମୁର ସମସ୍ତଙ୍କ ପ୍ରିୟ ହୋଇ ରହିଛନ୍ତି । ତୈମୁର ଯେଉଁଠାକୁ ଯାଇଥାନ୍ତି ସେଠାରୁ ତାଙ୍କର ଫୁଟେଜ୍ ଭାଇରାଲ ହୋଇଯାଇଥାଏ । ତେବେ ତୈମୁର ବିଶେଷ ଭାବେ ତାଙ୍କ ଆୟା(ନାନି)ଙ୍କ ସହିତ ନଜର ଆସିଥାନ୍ତି ।

nani ନିକଟରେ ଆସିଥିବା ଏକ ଖବର ମୁତାବକ କରିନା ତୈମୁରଙ୍କ ଆୟାଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ଦରମା ଦେଉଥିବା ନେଇ ଖବର ଚର୍ଚ୍ଚାକୁ ଆସିଥିଲା । ତେବେ ଏହି ଚର୍ଚ୍ଚା ଉପରେ ବର୍ତ୍ତମାନ କରିନା ନିଜର ରିଆକସନ୍ ଜାହିର କରିଛନ୍ତି । ଏକ ଇଣ୍ଟରଭ୍ଯୁ ସମୟରେ କରିନା ଏହି ପ୍ରଶ୍ନର ଉତ୍ତରରେ କହିଥିଲେ- କଣ ସତରେ? ମୁଁ ତ ଏହି ବିଷୟରେ କେବେବି କାହା ସହିତ କଥା ହୁଏନାହିଁ ।

kareenaକରିନାଙ୍କୁ ଏମିତି ପ୍ରଶ୍ନ ପଚରାଯିବା କିଛି ନୂଆ ନୁହେଁ । ଏହା ପୂର୍ବରୁ ଯେତେବେଳେ ଅରବାଜ ଖାନ୍ ଙ୍କ ଏକ ଶୋରେ ଜଣେ ଫ୍ଯାନ୍ସ ତାଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ କରିନା କହିଥିଲେ କି, ଆପଣଙ୍କ ଛୁଆର ଖୁସି ଏବଂ ସୁରକ୍ଷାର କୌଣସି ମୂଲ୍ଯ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.