Below header

ବଲିଉଡ୍‌ ଅଭିନେତ୍ରୀଙ୍କୁ ଟକ୍କର ଦେବେ ନଭ୍‌ଜିତ ସିଂହ ସିଦ୍ଧୁଙ୍କ ଝିଅ, ଦେଖିଲେ ଫଟୋରୁ ହଟାଇ ପାରିବେନି ନଜର

ପୂର୍ବତନ କ୍ରିକେଟର ତଥା ରାଜନେତା ନଭ୍‌ଜିତ୍‌ ସିଂହ ସିଦ୍ଧୁଙ୍କୁ କିଏ ବା ନ ଜାଣେ । ଟେଲିଭିଜନ ଜଗତରେ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏବେ କିନ୍ତୁ ଆମେ କହିବାକୁ ଯାଉଛୁ ତାଙ୍କ ଝିଅ ରାବିଆ ସିଦ୍ଧୁଙ୍କ ବିଷୟରେ । ଯାହଙ୍କ ଫଟୋ ଦେଖି ଆପଣଙ୍କ ମୁଣ୍ଡ ଚକ୍କର ଖାଇଯିବ । କାରଣ ସେ ସୁନ୍ଦର ସହିତ ଖୁବ୍‌ ହଟ୍‌ ମଧ୍ୟ । ନିକଟରେ ସେ ସୋସିଆଲ୍‌ ମିଡିଆରେ ଏମିତି କିଛି ବୋଲ୍ଡ ଫଟୋ ଛାଡିଛନ୍ତି ଯାହାକୁ ଦେଖି ଆପଣ ନଜର ହଟାଇ ପାରିବେନି ।

rabia siddhu.
photo credit: India.com

ଗତ କିଛି ଦିନ ଧରି ରାବିଆଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଛାଇ ହୋଇ ରହିଛି । ଏଥିରେ ରାବିଆ ଖୁବ୍‌ ବୋଲ୍ଡ ଓ ହଟ୍‌ ପୋଜରେ ଅଛନ୍ତି । ଯାହାକୁ ଦେଖିଲେ ବଲିଉଡର ଅଭିନେତ୍ରୀ ବି ଫିକା ପଡ଼ିଯିବେ ତାଙ୍କ ପାଖରେ । ଯଦି ଆପଣ ରାବିଆ ସିଦ୍ଧୁଙ୍କ ସୋସିଆଲ୍‌ ମିଡିଆ ଦେଖିବେ ତ ଆପଣଙ୍କ ହୋସ୍‌ ଉଡିଯିବ ।

 

View this post on Instagram

 

A post shared by Rabia Sidhu (@rabiasidhu)

ଆଉ ଆପଣ ବି ତାଙ୍କର ଦିଓ୍ଵାନା ପାଲଟିଯିବେ । ରାବିଆଙ୍କ ଫଟୋ ବୟାନ କରୁଛି କି ସେ ଫ୍ୟାସନ୍‌ରେ କାହାକୁ ବି କାଟି ପାରିବେ । ରାବିଆ ସୋସିଆଲ ମିଡିଆରେ କେବଳ ସାଙ୍ଗଙ୍କ ସହ ଫଟୋ ସେୟାର କରନ୍ତିନି ନିଜର ଫଟୋସୁଟ୍‌ ମଧ୍ୟ ସେୟାର କରନ୍ତି ।

rabia siddhu.
photo credit: India.com

ସିଦ୍ଧୁଙ୍କ ଝିଅ ରାବିଆ ସୋସିଆଲ୍‌ ମିଡିଆରେ ନିଜର ସୁନ୍ଦର ଫଟୋ ସେୟାର କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.