Below header

ବେଡ ଉପରେ ହଟ୍‌ ଅନ୍ଦାଜରେ ଫଟୋଶୁଟ୍‌ କରାଇଲେ ନିଆ ଶର୍ମା-କ୍ରିଷ୍ଟାଲ ଡିସୁଜା, ଭାଇରାଲ ହେଉଛି ଫଟୋ

ଟିଭି ସିରିୟଲ ‘ଏକ ହଜାରୋ ମେଁ ମେରୀ ବହନା ହେ’ ଫେମ୍‌ ନିୟା ଶର୍ମା ଏବଂ କ୍ରିଷ୍ଟାଲ ଡିସୁଜା ନିଜର ଗ୍ଲାମରସ୍‌ ଫଟୋ କାରଣରୁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ନିକଟରେ ନିୟା ଶର୍ମା ଏବଂ କ୍ରିଷ୍ଟାଲ ଡିସୁଜା ଏକ ବହୁତ ଗ୍ଲାମରସ୍‌ ଫଟୋସୁଟ୍‌ କରାଇଛନ୍ତି। ଏହି ଫଟୋରେ ଦୁଇ ଜଣ ଏକଦମ୍‌ ହଟ୍‌ ଅନ୍ଦାଜ ଦେଇଛନ୍ତି। ପଟୋରେ ଦୁହେଁ ‘ବାଥ ରୋବ’ ପିନ୍ଧି ବେଡ ଉପରେ ଏକଦମ୍‌ ହଟ୍‌ ପୋଜ୍‌ ଦେଇଛନ୍ତି।

ନିଆ ଶର୍ମା ଏବଂ କ୍ରିଷ୍ଟାଲ ଡିସୁଜାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ମଧ୍ୟ ଏହି ଫଟୋକୁ ପସନ୍ଦ କରିବା ସହିତ କମେଣ୍ଟସ୍‌ ମଧ୍ୟ କରୁଛନ୍ତି। ନିଆ ଶର୍ମା ଏବଂ କ୍ରିଷ୍ଟାଲ ଡିସୁଜାଙ୍କ ବନ୍ଧୁତା ୧୦ ବର୍ଷ ପୁରୁଣା। ଦୁଇଜଣ ଗୋଟିଏ ଟିଭି ସିରିୟଲରେ ଦୁଇ ଭଉଣୀ ଚରିତ୍ରରେ ଅଭିନୟ କରୁଥିଲେ।

 

View this post on Instagram

 

Picked up from where we Left years ago, but along came some sass and swag!! 👯‍♀️ @krystledsouza

A post shared by Nia Sharma (@niasharma90) on

ପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫଟୋକୁ ଦୁଇଜଣ ଆକ୍ଟ୍ରେସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

10 years Later.!!! ➡️ @krystledsouza

A post shared by Nia Sharma (@niasharma90) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.