Below header

ଭାଇରାଲ୍‌ ହେବାରେ ଲାଗିଛି ଦୀଲ୍‌ବର୍‌ ଗର୍ଲ ନୋରା ଫତେହିଙ୍କ ଭିଡିଓ

ମୁମ୍ବାଇ: ନିଜର ବେଲି ଡ୍ୟାନ୍ସରେ ସମସ୍ତଙ୍କ ମନ ଜିତି ଥିବା ବଲିଉଡ୍‌ର ଦୀଲ୍‌ବର୍‌ ଗର୍ଲ ନୋରା ଫତେହି ସବୁବେଳେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଆସିଛନ୍ତି । ନିଜର ପରସନାଲ୍ ଏବଂ ପ୍ରଫେସନାଲ ଲାଇଫରେ ବହୁତ ଷ୍ଟ୍ରଗଲ୍ କରିଥିବା ନୋରା ବର୍ତ୍ତମାନ ସଫଳତା ପଥରେ ଆଗେଇ ଚାଲିଛନ୍ତି।

ନିକଟରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟିକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ନୋରାଙ୍କ ଏହି ଭଡିଓ ଫ୍ୟାନ୍‌ଙ୍କୁ ଖୁବ୍ ପସନ୍ଦ ଆସିଛି । ଭିଡିଓଟିକୁ ଦେଖିବା ପରେ ବହୁତ ଭଲ କମେଣ୍ଟ ଆସିଛି ।

 

ଏହାସହ ପଢନ୍ତୁ : ଶାଢ଼ି ସହିତ ଗଜବ ‘ଏକ୍ସପେରିମେଣ୍ଟ’ କଲେ ତାପସୀ ପନ୍ନୁ, ଜିତିଲେ ପ୍ରଶଂସକଙ୍କ ହୃଦୟ, ଦେଖନ୍ତୁ ଫଟୋ

View this post on Instagram

 

🦋🦋🦋 @zoya.makeupandhair @anups_

A post shared by Nora Fatehi (@norafatehi) on

 

View this post on Instagram

 

50 MILLION views and counting #OSakiSaki 😍❤️💥 BOOM

A post shared by Nora Fatehi (@norafatehi) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.