Below header

ରାହୁଲ-ଦିଶାଙ୍କ ଗ୍ରାଣ୍ଡ ରିସେପସନ୍‌ର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ

ରାହୁଲ ବୈଦ୍ୟ ଓ ଦିଶା ପରମାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ତାଙ୍କ ରିସେପସନ୍ ଫେଟୋ ଏବେ ଚାରିଆଡେ ଭାଇରାଲ ହୋଇଛି ।<

 

View this post on Instagram

 

A post shared by Viral Bhayani (@viralbhayani)

/p>

ରାହୁଲ ବୈଦ୍ୟ ଓ ଦିଶା ପରମାର ବିବାହ ବନ୍ଧନରେ ବାନ୍ଧି ହେବା ପରେ ତାଙ୍କର ସମସ୍ତ ଫଟୋ ଏବେ ଭାଇରାଲ ହେବାରେ ଲାଗୁଛି । ତାଙ୍କ ବିବାହର ଫଟୋ ଚାରିଆଡେ ଖୁବ ଭାଇରାଲ ହେବା ପରେ ଏବେ ତାଙ୍କ ଗ୍ରାଣ୍ଡ ରିସେପସନ୍ ଫଟୋ ଏବେ ଖୁବ ଭାଇରାଲ ହେଉଛି । ଗତ ଶୁକ୍ରବାର ରାତିରେ ତାଙ୍କର ଗ୍ରାଣ୍ଡ ରିସେପସନ୍ ର ଆୟୋଜନ ହୋଇଥିଲା ।

 

View this post on Instagram

 

A post shared by Varinder Chawla (@varindertchawla)

ଯେଉଁଠି ଅନେକ ଟିଭି ସେଲିବ୍ରେଟି ମଧ୍ୟ ଉପସ୍ଥିତ ଥିଲେ । ଗ୍ରାଣ୍ଡ ରିସେପସନ୍ ରେ ତାଙ୍କ କପଲ ଡ୍ୟାନ୍ସ ମଧ୍ୟ ଖୁବ ଭାଇରାଲ ହୋଇଛି । ଷ୍ଟେଜରେ ନାଚୁଥିବାର ଭିଡିଓ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ସମୟରେ ଜସ୍ମିନ ଭାସୀନ ଏବଂ ଅଲ୍ଲୀ ଗୋନୀଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା । ଏମାନଙ୍କ ସହ ଅନେକ କଳାକାର ନଜର ଆସିଥିଲେ।

 

View this post on Instagram

 

A post shared by @jaslyxglory

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.