Below header

ବିୟର୍ଡ ଷ୍ଟାଇଲରେ ସମସ୍ତଙ୍କ ମନକୁ ଜିତିଲେ ଏହି ୩ ଜଣ ଷ୍ଟାର, ଜାଣନ୍ତୁ କିଏ

ଲକଡାଉନରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ବନ୍ଦ ହୋଇରହିଛନ୍ତି। କିନ୍ତୁ ତା ଅର୍ଥ ଏହା ନୁହେଁ ଯେ ପ୍ରତ୍ୟେକ ନିଜର ଷ୍ଟାଇଲ ସୋ’ କରିପାରିବେ ନାହିଁ। ସୋସିଆଲ ମିଡିଆ ଏବେ ମଧ୍ୟ ଆମ ସମସ୍ତଙ୍କୁ ଏକାଠି ଯୋଡି ରଖିବାରେ ସକ୍ଷମ। ଏଥିପାଇଁ ହିଁ ବଲିଉଡର ଦିଗଜ୍ଜ ଷ୍ଟାର୍ସମାନେ ମଧ୍ୟ ନିଜର ଷ୍ଟାଇଲ ଏବଂ ଇଣ୍ଟରଭ୍ୟୁ ଲାଇଭ ଚାଟରେ ଦେଉଥିବା ନଜର ଆସିଛନ୍ତି। ଲକଡାଉନରେ ଏଭଳି ଏକ ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ବର୍ତ୍ତମାନ ସମୟରେ କୌଣସି ବି ଲୋକମାନେ ପାର୍ଲର ଯାଇପାରୁନାହାନ୍ତି। ଏହି ସମୟରେ କାହାର କେଶ ଅଧିକ ବଢିଯାଇଥିବା ବେଳେ କାହାର ଦାଢ଼ି ଅଧିକ ହୋଇଯାଇଛି। କିନ୍ତୁ ଏହି ସମୟରେ ତିନି ଜଣ ହିରୋ ସଲମାନ ଖାନ, ଅକ୍ଷୟ କୁମାର ଏବଂ କାର୍ତ୍ତିକ ଆର୍ଯ୍ୟଙ୍କ ବିୟର୍ଡ ଷ୍ଟାଇଲ ସମସ୍ତଙ୍କ ମନକୁ ଛୁଇଁଛି।

33

ସବୁଠାରୁ ଖାସ କଥା ହେଉଛି ଏହି ୩ ଜଣ କ୍ଲିନ ସେଭ ରଖୁଥିବା ବେଳେ ବିୟର୍ଡ ଷ୍ଟାଇଲରେ ଲୋକଙ୍କ ମନକୁ ଜିତି ପାରିଛନ୍ତି। ତେବେ ଦେଖନ୍ତୁ ଏହି ହିରୋଙ୍କ କିଛି ଝଲକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.