ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣାଙ୍କ ବିକିନି ଫଟୋ ହେଲା ଭାଇରାଲ, କମେଣ୍ଟ୍‌ରେ ପୋତି ପକାଇଲେ ଫ୍ୟାନ୍ସ

ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫ୍‌ ନିଜ ଆକ୍ସନ ଏବଂ ଡ୍ୟାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଭଉଣୀ କୃଷ୍ଣା ଶ୍ରଫ୍‌ ତାଙ୍କଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏବେ ଏବେ କୃଷ୍ଣାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହଟ୍‌ନେସ ଏବଂ ବୋଲ୍ଡନେସର ସବୁ ସୀମା ପାର୍‌ କରିଦେଇଛନ୍ତି। କିଛି ଫଟୋରେ ସେ ରେଡ୍‌ ରଙ୍ଗର ବିକିନି ପିନ୍ଧିଥିବା ନଜର ଆସିଛନ୍ତି।

କୃଷ୍ଣା ଶ୍ରଫ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋଗୁଡ଼ିକୁ ଶେୟାର୍‌ କରିଛନ୍ତି। ଫଟୋରେ ସେ ଖୁବ୍‌ ସେକ୍ସି ଦେଖାଯାଉଛନ୍ତି। ତାଙ୍କ ଦ୍ୱାରା ଶେୟାର୍‌ କରାଯାଇଥିବା ଏହି ଫଟୋରେ ଏ ପଯ୍ୟର୍ନ୍ତ ସୁଦ୍ଧା ଅନେକ ଲାଇକ୍‌ ଏବଂ କମେଣ୍ଟ ମିଳିସାରିଛି। ତାଙ୍କର ଏଭଳି ଅବତାର ଫ୍ୟାନ୍‌ମାନଙ୍କୁ ଖୁବ୍‌ ପସନ୍ଦ ଆସୁଛି।

 

View this post on Instagram

 

☀️💦

A post shared by Krishna Jackie Shroff (@kishushroff) on

ଏହାସହ ପଢ଼ନ୍ତୁ: ପଇସା ପାଇଁ ପିଲା ବେଳେ ଏହି ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ମା’ କରିଥିଲେ ଅକଥନୀୟ ଅତ୍ୟାଚାର

ତେବେ ଏହା ପୂର୍ବରୁ ବି କୃଷ୍ଣା ଅନେକ ହଟ୍‌ ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କ ସହିତ ଶେୟାର୍‌ କରିଥିଲେ। ୨୫ ବର୍ଷୀୟା କୃଷ୍ଣା ନିଜର ଟପ୍‌ଲେଶ୍‌ ଫଟୋଶୁଟ୍‌ ମଧ୍ୟ କରାଇ ସାରିଛନ୍ତି। ଫଟୋଶୁଟ୍‌ ପରେ ତାଙ୍କର ଖୁବ୍‌ ଚର୍ଚ୍ଚା ହେଉଛି। ଅଭିନୟରେ କୃଷ୍ଣା ରୁଚି ରଖିନାହାନ୍ତି। ସେ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି। ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ମୁନ୍ନା ମାଇକେଲ’ରେ ସେ କାମ କରିଥିଲେ। ସେହିପରି ମ୍ୟୁଜିକ୍‌ ଭିଡିଓ ଏବଂ ଶର୍ଟ ଫିଲ୍ମରେ ବି କାମ କରିଛନ୍ତି।

 

View this post on Instagram

 

Damn. 🤩🔥 #blessedwiththebest @ebanhyams @doitall23 ♥️

A post shared by Krishna Jackie Shroff (@kishushroff) on

 

View this post on Instagram

 

summer fine 🏝☀️💦🍾🍉🌼

A post shared by Krishna Jackie Shroff (@kishushroff) on

 

View this post on Instagram

 

🌸

A post shared by Krishna Jackie Shroff (@kishushroff) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.