Below header

ପରଦାକୁ ଆସିଲା ବଲିଉଡ୍‌ର ବଡ଼ ଆକ୍ସନ ମୁଭି ଓ୍ଵାର, ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ଦର୍ଶକଙ୍କ ଭିଡ

ପରଦାକୁ ଆସିଲା ବଲିଉଡ୍‌ର ବଡ଼ ଆକ୍ସନ ମୁଭି ଓ୍ଵାର। ଦେଖିବାକୁ ମିଳିଛି ଦୁଇ ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ ଓ ଟାଇଗର ସ୍ରଫ୍‌ଙ୍କ ଦମ୍‌ଦାର ଷ୍ଟଣ୍ଟ। ଏହା ସହ ଫାଇଟ୍‌ ସିକ୍ୱେନ୍ସ ଓ ଆକ୍ସନ ସିନ୍‌ ଜବରଦସ୍ତ ହୋଇଛି । ପ୍ରଥମ ଥର ପାଇଁ ହ୍ରିତିକ୍‌ ଓ ଟାଇଗର ସ୍ରଫ୍‌ଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଏହି ଦୁଇ ସୁପରଷ୍ଟାରଙ୍କ ବ୍ୟତୀତ ଫିମେଲ୍‌ ଲିଡ୍‌ରେ ଅଛନ୍ତି ବାଣୀ କପୁର । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ ଓ ପ୍ରଯୋଜନା କରିଛନ୍ତି ଆଦିତ୍ୟ କପୁର । ସେପଟେ ଭୁବନେଶ୍ୱରରେ କ୍ରେଜି ହୋଇଛନ୍ତି ହ୍ରିତିକ୍‌ଙ୍କ ଫ୍ୟାନ୍‌ । ଫାଶ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ଦର୍ଶକଙ୍କ ଖଚାଖଚ୍‌ ଭିଡ ହୋଇଛି।

ଏହାସହ ପଢନ୍ତୁ:

‘ଶେରା ନରସିଂହ ରେଡ୍ଡି’ ଚଳଚ୍ଚିତ୍ରକୁ ନେଇ ମୁଣ୍ଡ ଟେକିଛି ବିବାଦ, ଜାଣନ୍ତୁ କାହିଁକି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.