Below header

ବିକିନି ପିନ୍ଧି ଗଲ୍ଫ ଖେଳୁଛନ୍ତି ଗର୍ଭବତୀ ଅଭିନେତ୍ରୀ ଏମି ଜ୍ୟାକସନ୍, ଭିଡିଓ ହେଲା ଭାଇରାଲ

ମୁମ୍ବାଇ : ‘ସିଂ ଇଜ୍ ବ୍ଳିଙ୍କ’ ଏବଂ ‘୨.୦’ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଏମି ଜ୍ୟାକସନ୍ କିଛି ଦିନ ପୂର୍ବେ ଗର୍ଭବତୀ ଥିବା ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏମି ବର୍ତ୍ତମାନ ପର‌୍ୟ୍ୟନ୍ତ ବିବାହ କରିନଥିବା ବେଳେ ସେ ତାଙ୍କ ବଏଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କରି ଗଭର୍ବତୀ ହେବାର ସୂଚନା ଦେଇଥିଲେ।

ଏମି ସବୁବେଳେ ସୋସିଆଲ ମିଡିଆରେ ନିଜ ଫଟୋ ଏବଂ ଭିଡିଓ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏବେ ନିକଟରେ ଗର୍ଭବତୀ ଅବସ୍ଥାରେ ନିଜ ବେବି ବମ୍ଫ ସହ ଗଲ୍ଫ ଖେଳୁଥିବାର ନଜର ଆସିଥିଲେ ଏମି। ଏମି ଏଥିରେ ଖୁବ ଖୁସି ନଜର ଆସିଥିବା ବେଳେ ଆସନ୍ତା ବର୍ଷ ତାଙ୍କ ବଏଫ୍ରେଣ୍ଡ ତଥା ବିଜନେସମ୍ୟାନ୍ ଜର୍ଜ ପାନୟୋଟୋଇଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି।

 

View this post on Instagram

 

#amyjackson #golfplay #hotbikinibody👙 🔥🔥

A post shared by Actress eXXclusive coNtent (@actress_hotzone) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.