Below header

ଅନୁଷ୍କାଙ୍କ ଜନ୍ମଦିନକୁ ବହୁତ ରୋମାଣ୍ଟିକ କରିଦେଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ତାଙ୍କ ଅଭିନେତ୍ରୀ ପତ୍ନୀଙ୍କ ବାର୍ଥଡେ ବହୁତ ସ୍ୱତନ୍ତ୍ର ଉପାୟରେ ପାଳିଛନ୍ତି । ଏହି ସେଲିବ୍ରେସନର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିରାଟ ଅନୁଷ୍କାଙ୍କ ସହିତ ବିତାଇଥିବା ସୁନ୍ଦର ମୁହୁର୍ତ୍ତର ଫଟୋ ସେୟାର କରିଛନ୍ତିା

ଭିଡିଓରେ ଦେଖା ଯାଉଛି ବିରାଟ ଏବଂ ଅନୁଷ୍କା ହ୍ରଦ ପାଖରେ ବସି କଥା ହେଉଛନ୍ତି । ଅନୁଷ୍କା ବିରାଟଙ୍କ କାନ୍ଧରେ ମୁଣ୍ଡ ରଖି ବସିଥିବାର ମଧ୍ୟ ନଜର ଆସୁଛି । ଅନୁଷ୍କା ବହୁତ ଖାସ ଭାବରେ ନିଜର ଜନ୍ମଦିନ ବିରାଟଙ୍କ ସହିତ ପାଳନ କରିଛନ୍ତି ।

virat kohliଅନୁଷ୍କା ଏବଂ ବିରାଟଙ୍କ ବିବାହ ଡିସେମ୍ବର ୧୧,୨୦୧୭ରେ ହୋଇଥିଲା ।  ଇଟାଲୀରେ ଦୁହିଁଙ୍କ ବିବାହ ହୋଇଥିଲାା ବିବାହର ଶେଷ ଦିନରେ ମଧ୍ୟ ସେମାନେ ବିବାହକୁ ଗୋପନ ରଖିଥିଲେ । ବିବାହ ପରେ ଫଟୋ ସେୟାର କରିବା ପରେ ହିଁ ସେମାନଙ୍କ ବିବାହ ବିଷୟରେ ଜଣାପଡିଥିଲା।

ବିବାହ ରେ କେବଳ ଦୁହିଁଙ୍କ ପରିବାର ଲୋକ ସାମିଲ ଥିଲେ । କାରଣ ତାଙ୍କର ବିବାହକୁ ନେଇ ଏତେ ଚର୍ଚ୍ଚା ହେଉଥିଲା ଯେ ସେମାନେ ଏହି ବିବାହକୁ ଗୋପନ ରଖିଥିଲେ ।

ଅନୁଷ୍କାଙ୍କୁ ଶେଷଥର ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ଦେଖାଯାଇଥିଲା । ଅନୁଷ୍କା ତାଙ୍କ ବାର୍ଥ ଡେକୁ ବହୁତ ସ୍ୱତନ୍ତ୍ର ଭାବରେ ପାଳନ କରିଛନ୍ତି ।

 

View this post on Instagram

 

♥️ Credit – @suppeerrgram

A post shared by Virat Kohli (@virat.kohli) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.