Below header

କଳ୍ପନା ଛକ ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଡିଭାଇଡ଼ର ଉପରକୁ ମାଡିଗଲା କାର

ଭୁବନେଶ୍ୱର(କେନ୍ୟୁଜ୍) : ଲକ୍ଷ୍ମୀସାଗର ଥାନା ଅଧୀନସ୍ଥ କଳ୍ପନା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ପୁରୀ ରୁ ଫେରିବା ବେଳେ କାରଟି କଳ୍ପନା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଡିଭାଇଡ଼ର ଉପରକୁ ମାଡି ଯାଇଥିଲା । ଫଳରେ କାରଟି ସମ୍ପର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଚି କାର ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

car

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.