ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

mesha

ମେଷ : ଧର୍ମ ପ୍ରତି ଆକୃଷ୍ଟ ହେବେ । ଦୂର ଯାତ୍ରା କରିପାରନ୍ତି ।

brushaବୃଷ : ମାନସିକ ଏବଂ ଶାରୀରିକ କଷ୍ଟ ପାଇପାରନ୍ତି । କାହାର କଥା ଆପଣଙ୍କୁ ଆଘାତ ଦେଇପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

mithunaମିଥୁନ : ନୂଆ ବ୍ୟବସାୟ କରିପାରନ୍ତି । କିଛି ମାଙ୍ଗଳିକ କାର‌୍ୟ୍ୟ କରିପାରନ୍ତି । ବୈବାହିକ ଜୀବନ ଖୁବ୍ ଖୁସିରେ କଟିବ ।

karkataକର୍କଟ : ନିଜେ ନିଜର ଶତ୍ରୁ ହୋଇଯିବେ । ନିଜ ଉପରେ ରାଗ ରଖି କଷ୍ଟ ପାଇବେ । ଜମିଜମା ବିବାଦ ଜଟିଳ ହୋଇଯିବ ।

singhaସିଂହ : ପ୍ରେମସମ୍ପର୍କକୁ ନେଇ ସମସ୍ୟାକୁ ଭିତରକୁ ଆସିପାରନ୍ତି । ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

kanyaକନ୍ୟା : ବନ୍ଧୁ ମିଳନ ହୋଇପାରେ । ଖୁବ୍ ହସଖୁସିରେ କଟିବ ଦିନ ।

tulaaତୁଳା : ସାନ ଭାଇ ଭଉଣୀକୁ ନେଇ ଚିନ୍ତାରେ ରହି ପାରନ୍ତି । ସେମାନଙ୍କ କଥା ଆଜି ଆପଣଙ୍କୁ କଷ୍ଟ ଦେଇପାରେ ।

bichhaବିଛା : ଦୀର୍ଘଦିନ ଧରି ଅଟକି ଥିବା କାମ ଆଜି ଶେଷ ହେବ ।

dhanuଧନୁ : ଚିନ୍ତାରେ ରହିବେ । ଅନେକ କଥା ମନକୁ ଆନ୍ଦୋଳିତ କରିପାରେ । କୋଟ କଚେରୀରେ ଚାଲିଥିବା କାମ କାହା ସାମ୍ନାରେ କୁହନ୍ତୁ ନାହିଁ ।

makaraମକର : ଖର୍ଚ୍ଚାନ୍ତ ହୋଇପାରନ୍ତି । କାହାକୁ କିଛି ଦେବା ପୂର୍ବରୁ ଭାବିଚିନ୍ତି ଦିଅନ୍ତୁ ।

kumbhaକୁମ୍ଭ : ଅର୍ଥାଗମ ହୋଇପାରେ । ରାଜନୀତିରେ ଥିଲେ ଲୋକ ସମ୍ପର୍କ ବଢିବ ।

minaମୀନ : କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ଆସିପାରେ । ଟ୍ରନ୍ସଫର୍ ଭଳି ପରିସ୍ଥିତି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.