Below header

ଜାଣନ୍ତୁ ଆଜିର ଭାଗ୍ୟ

mesha

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

brushaବୃଷ : ପରିବାରର ସହଯୋଗ ମିଳିବ । ସନ୍ତାନଙ୍କୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ।

mithunaମିଥୁନ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରର ସହଯୋଗ ମିଳିବ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

karkataକର୍କଟ : ଅହଂକାର ତ୍ୟାଗ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

singhaସିଂହ : କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।

kanyaକନ୍ୟା : ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରର ସହଯୋଗ ମିଳିବ ।

tulaaତୁଳା : ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।

bichhaବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ ।

dhanuଧନୁ : ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

makaraମକର : ପାରିବାରିକ ସମସ୍ୟା ଦୂର ହେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

kumbhaକୁମ୍ଭ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ। ଅହଙ୍କାର ତ୍ୟାଗ କରନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

minaମୀନ : ବେପାର ବାଣିଜ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସନ୍ଦେହଭାବ ତ୍ୟାଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.