ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ଆନନ୍ଦରେ କଟିବ ଦିନ । ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ସାକ୍ଷାତ କରି କାମ ହାସଲ କରିପାରନ୍ତି ।

https://www.youtube.com/watch?v=Nx2s6WCq-_Q

ବୃଷ : ମନ ଚଞ୍ଚଳ ରହିବ । ପିଲାମାନଙ୍କ କାମରେ ଖୁସି ହେବେ । ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଦେଇପାରେ ।

https://www.youtube.com/watch?v=Ye2HJnAvaB8

ମିଥୁନ : ଦିନଟି ବେଶୀ ଭଲରେ କଟିବ ନହିଁ । ମନର ବ୍ୟସ୍ତ ରହିବ । ନିଜକୁ ଦୁର୍ବଳ ଏବଂ ଅସହାୟ ମନେ କରିପାରନ୍ତି ।

https://www.youtube.com/watch?v=FrL6-6aJINw

କର୍କଟ : ପାରିବାରିକ ଜୀବନ ସୁଖରେ କଟିବ । ସ୍ବାମୀ – ସ୍ତ୍ରୀ ଏବଂ ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଅତି ଭଲ । କିଛି ସୁଖବର ପାଇପାରନ୍ତି ।

https://www.youtube.com/watch?v=Ci7FlHnBt0s

ସିଂହ : ରାଜନୀତିରେ ସଫଳତା ପାଇପାରନ୍ତି । ପାରିବାରିକ ତିକ୍ତତା ଦୂର ହେବ ।

https://www.youtube.com/watch?v=QTaOMCByiWM

କନ୍ୟା : ଦିନଟି ଅତି ମଙ୍ଗଳମୟ ରହିବ । ଶିଶୁମାନଙ୍କୁ ମିଠାଇ ଦାନ କରନ୍ତୁ ।

https://www.youtube.com/watch?v=rl23ytjTWMo

ତୁଳା : ଆଜି ଅନେକ ସଫଳତା ହାସଲ କରିପାରନ୍ତି । ଜମିଜମା ବିବାଦ ଦୂର ହେବ । ପରିବାରରେ ଚାଲିଥିବା ଅପ୍ରିତିକର ବାତାବରଣ ଦୂର ହେବ ।

https://www.youtube.com/watch?v=XarmXHXyOt0

ବିଛା : ଚାରିଆଡୁ ପ୍ରେରଣା ମିଳିପାରେ । ମନ ଆନନ୍ଦରେ କଟିବ ।

https://www.youtube.com/watch?v=5uoo-n1K2TY

ଧନୁ : ଦିନଟି ବହୁତ ଭଲରେ କଟିବ । ଅନେକ କ୍ଷେତ୍ରରେ ସଫଳତା ପାଇବେ ।

https://www.youtube.com/watch?v=PoQXnlQSQQ0

ମକର : ମନ ଉଦବେଗ ରହିବ । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

https://www.youtube.com/watch?v=JjWKeuhnFwQ

କୁମ୍ଭ : ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ପାରିବାରିକ ଅଶାନ୍ତି ଦେଖାଦେଇପାରେ ।

https://www.youtube.com/watch?v=LA8PYwfhj3Q

ମୀନ : ଅର୍ଥାଗମ ହୋଇପାରେ । ବନ୍ଧୁ ମିଳନ ହେବ । ପୁରୁଣା ବନ୍ଧୁଙ୍କ ଉପରୁ ତିକ୍ତତା ଦୂର ହେବ ।

https://www.youtube.com/watch?v=wpf37An0los

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.