Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

meshaମେଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ । ମାତାଙ୍କ ସହଯୋଗ ପାଇବେ ।

brushaବୃଷ :ଶରୀର ଅସୁସ୍ଥ ରହିପାରେ । ବନ୍ଧୁ ମିଳନ ହେବ । ଭ୍ରମଣ ଯୋଗ ରହିଛି ।

 

mithunaମିଥୁନ : ଧନଲାଭ ହେବ । କୁଟୁମ୍ବରେ ଖୁସି ଦେଖାଦେବ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । 

 

karkataକର୍କଟ : ମନକୁ ଆୟତ୍ତରେ ରଖନ୍ତୁ । କାହାକୁ ଅଯଥା ସନ୍ଦେହ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

singhaସିଂହ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ ।

kanyaକନ୍ୟା : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।  ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ପରାକ୍ରମ କ୍ଷେତ୍ରରେ ଅସଫଳ ହୋଇ ପାରନ୍ତି ।

tulaaତୁଳା : କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ । ମାନ ସମ୍ମାନ ପ୍ରାପ୍ତି ହେବ ।

bichhaବିଛା : ବିଦେଶ ଯାତ୍ରାରେ ସଫଳତା ପାଇବେ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଅହଙ୍କାର ତ୍ୟାଗ କରନ୍ତୁ ।

dhanuଧନୁ : ପରିବାରରେ ମନ ମିଳାଇ ଚଳନ୍ତୁ । ସୁସ୍ୱାଦୁ ଭୋଜନ କରିବେ । ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ଦେଖାଦେବ ।

makaraମକର : ଅହଂଭାବ ଦୂର କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବା ଭଲ ।

kumbhaକୁମ୍ଭ : ପାରିବାରିକ ସମସ୍ୟା ଦେଖାଦେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବନ୍ଧୁ ମିଳନ ହେବ ।

minaମୀନ : ମନକୁ ଆୟତ୍ତରେ ରଖନ୍ତୁ । ପରିବାରରେ ମନ ମିଳାଇ ଚଳନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.