ଖ୍ରୀଷ୍ଟଚର୍ଚ୍ଚ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ୨ ଭାରତୀୟଙ୍କ ପରିଚୟ ମିଳିଲା

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚର୍ରେ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ୪୯ ଜଣଙ୍କ ମଧ୍ୟରେ ଥିବା ଦୁଇ ଜଣ ଭାରତୀୟଙ୍କ ପରିଚୟ ମିଳିଛି । ମୃତକ ହେଲେ ହାଇଦ୍ରାବାଦର ଫରହାଜ ଏହସାନ ଓ ଭରୁଚ୍‌ର ମୁଶାବାଲି ସୁଲେମାନ । ଉଭୟଙ୍କ ପରିବାର ଲୋକେ ମୃତକଙ୍କ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଉ ଉଭୟଙ୍କ ମର ଶରୀରକୁ ତୁରନ୍ତ ସ୍ୱଦେଶ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.