Below header

ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ମନ ପ୍ରଫୁଲ୍ଲିତ ରହିବ। ଆଗକୁ ବଢ଼ିବା ଲାଗି ସୁଯୋଗ ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

brushaବୃଷ : ଜୀବନରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ। ମିଳୁଥିବା ସୁଯୋଗର ଲାଭ ନିଅନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ।
mithunaମିଥୁନ : ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି। ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ। ଛାତ୍ରୀଙ୍କୁ ଖୁସି ଖବର ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ।

karkataକର୍କଟ : ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ପୁରସ୍କାର ଓ ସମ୍ମାନ ମିଳିବା ଯୋଗ ରହିଛି। ବ୍ୟବସାୟରେ ଲାଭ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

singhaସିଂହ : ଦିନଟି ଭଲରେ କଟିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଆପଣଙ୍କୁ କୌଣସି ଭଲ କାମ ମିଳିପାରେ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ।

kanyaକନ୍ୟା : କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଉଚିତ ନିଷ୍ପତ୍ତି ନେବାର ଦିନଟିଏ। ଲୋକେ ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶ˚ସା କରିବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ।

tulaaତୁଳା : ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କିଛି ଏଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ଆର୍ଥିକ ଲାଭ ହେବ। ସମାଜରେ ମାନ ସମ୍ମାନ ବଢ଼ିବ। ବୈବାହିକ ଜୀବନରେ ମଧୁରତା ଆସିବ।

bichhaବିଛା : ଧନପ୍ରାପ୍ତି ଯୋଗ ରହିଛି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। କୌଣସି ବଡ଼ କାମରେ ସଫଳତା ମିଳିପାରେ। ସାମାଜିକ ପରିସର ବଢ଼ିପାରେ।

dhanuଧନୁ : ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ।

makaraମକର : ଶରୀର ଫୂର୍ତ୍ତି ରହିବ। ମାନ-ସମ୍ମାନ ମିଳିବ। ବନ୍ଧୁମାନଙ୍କର ସାହାଯ୍ୟ ପାଇବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

kumbhaକୁମ୍ଭ : କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ।  ଆପଣ ନିଜ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

minaମୀନ : ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବ୍ୟକ୍ତିଗତ କାମରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଭାବିଚିନ୍ତି ନିଜର କଥା ଅନ୍ୟମାନଙ୍କ ଆଗରେ ରଖନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.