ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

କେନ୍ଯୁଜ୍: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ହୋଇଛି । ୭୧ ବର୍ଷ ବୟସରେ ଗୁରୁଗ୍ରାମ ହସପିଟାଲରେ ମୃତ୍ୟୁ ହୋଇଛି । ଅକ୍ଟୋବର ୧ ତାରିଖରେ କରୋନା ପଜିଟିଭ ହେବା ପରେ ଗୁରୁଗ୍ରାମର ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ମଲ୍ଟି ଅର୍ଗାନ ଫେଲ୍ୟୁର ହେବାରୁ ତାଙ୍କର ଦେହାନ୍ତ ହୋଇଛି । ଗୁଜରାଟରୁ ରାଜ୍ୟସଭା ସାଂସଦ ଥିଲା । ଜାତୀୟ କଂଗ୍ରେସର ସେ କୋଷାଧ୍ୟକ୍ଷ ପଦରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.