Below header

ଆଜିଠାରୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ, ଶ୍ରୀମନ୍ଦିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ଚଳିତ ବର୍ଷ ୬ ଦିନ ପଡୁଛି ପଞ୍ଚୁକ । ଏହି ଛଅ ଦିନ ମହାପ୍ରଭୁ ଗୋଟିଏ ଗୋଟିଏ ବେଶରେ ଦର୍ଶନ ଦେବେ । ଆଜି ଏକାଦଶୀ ତଥା ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହେବେ ।

ଆଜି ଭୋରୁ ମହାପ୍ରଭୁଙ୍କ ମଙ୍ଗଳା ଆଳତି ଶେଷ ହୋଇଥିବାବେଳେ ଅବକାଶ ନୀତି ଶେଷ ପରେ ଏହି ବେଶ କରାଯିବ । ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.