Browsing Tag

kartika masa

ଆସନ୍ତାକାଲି ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ, ଜାଣନ୍ତୁ ପୂଜା ରୀତିନୀତି

ଶ୍ରୀକ୍ଷେତ୍ର ପୁରୀରେ ପ୍ରସିଦ୍ଧ ଘୋଷଯାତ୍ରା ପରେ ସାକ୍ଷୀଗୋପାଳରେ ଅନୁଷ୍ଠିତ ହୋଇଥାଏ, ଅଁଳାନବମୀରେ ରାଧାରାଣୀଙ୍କ ପାଦ ଦର୍ଶନ । ଏହି ଦିନ ଭକ୍ତମାନେ ରାଧା ପାଦ ଦର୍ଶନ କରି ମା'ଙ୍କ ଆଶୀର୍ବାଦ ନେଇଥାନ୍ତି । ଏହି ପର୍ବ ପାଇଁ ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ…

ଏହିପରି ପ୍ରସ୍ତୁତ କରନ୍ତୁ ଓଡ଼ିଆଙ୍କ ଅତି ପ୍ରିୟ କାର୍ତ୍ତିକ ମାସ ସ୍ପେଶାଲ ହବିଷ ଡାଲମା

ଡାଲମା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ଡାଲମା କଥା କହିଲା ମାନେ ମନରେ କୌଣସି ପରମ୍ପରା କଥା ଧ୍ୟାନକୁ ପ୍ରଥମେ ଆସେ। କାରଣ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ଡାଲମା ଫେଷ୍ଟିଭ ସମୟରେ ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଏ। ମନ୍ଦିରର ବାଡ଼ିଆ ଡାଲମା ହେଉ ଅବା କାତ୍ତିର୍କ ମାସରେ ପ୍ରସ୍ତୁତ ହେଉଥିବା…

ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼

ପୁରୀ(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ହବିଷିଆଳିଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ ମାସେ ଧରି ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରିବେ । ସଂକଳ୍ପ କରି ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ତୁଳସୀ…

ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର, କୋଭିଡ୍ କଟକଣା ପାଇଁ ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ୧୪୪ ଧାରା ଜାରି

କେନ୍ଯୁଜ୍: ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ତୃତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି ଆଠଗଡ଼…

ଆଜିଠୁ ଆରମ୍ଭ ହେଲା ଧର୍ମର ମାସ କାର୍ତ୍ତିକ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ର ମନା

ପୁରୀ(କେନ୍ଯୁଜ୍): ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ । ଆଜିଠୁ ୧ ମାସ ଧରି ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ପାଳିବେ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ରହିଛି। ପ୍ରତିଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ। ପୁରୀରେ ଭୋରୁ ଭୋରୁ…

ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି, ମାସେ ଧରି ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶରେ ସଜ୍ଜିତ ହେବେ…

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି। ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ଏହି ୧ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ…

ଆଜିଠାରୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ, ଶ୍ରୀମନ୍ଦିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ଚଳିତ ବର୍ଷ ୬ ଦିନ ପଡୁଛି ପଞ୍ଚୁକ । ଏହି ଛଅ ଦିନ ମହାପ୍ରଭୁ ଗୋଟିଏ ଗୋଟିଏ ବେଶରେ ଦର୍ଶନ ଦେବେ । ଆଜି ଏକାଦଶୀ ତଥା ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହେବେ । ଆଜି ଭୋରୁ ମହାପ୍ରଭୁଙ୍କ ମଙ୍ଗଳା ଆଳତି…

ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ

କଟକ: ଆଜି ହେଉଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର। ବିଶ୍ୱାସ ରହିଛି କାର୍ତ୍ତିକ ମାସ ସୋମବାରରେ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। କିନ୍ତୁ କରୋନା କଟକଣା ଯୋଗୁଁ ଖାଁ ଖାଁ ହୋଇପଡିଛି ରାଜ୍ୟର ପ୍ରମୁଖ ଶୈବପୀଠ। କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା…

ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସବୁ ସେବାୟତଙ୍କ ଭିତରେ ସହଯୋଗ ରଖି ମହାପ୍ରଭୁଙ୍କ ନୀତିକୁ ସୁରୁଖୁରୁରେ ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ନୀତି…

ଆଜିଠୁ ଆରମ୍ଭ ହେଲା ଧର୍ମମାସ କାର୍ତ୍ତିକ, ବ୍ରତ ପାଳନ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ । ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ମହାକାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମାସେ ଧରି ବ୍ରତଧାରୀମାନେ ଚଉରାମୂଳେ ନିଷ୍ଠାର ସହ ରାଧା ଦାମୋଦରଙ୍କୁ ପୂଜା କରିବେ। ସେପଟେ…