Below header

ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ସ୍ଵାସ୍ଥ୍ୟ ମଧ୍ୟ କିଛି ନରମ-ଗରମ ରହିବ। କୌଣସି ଧାର୍ମିକ ସ୍ଥଳ ଅଥବା ମାଙ୍ଗଳିକ ପ୍ରସଂଗରେ ଉପସ୍ଥିତ ରହିବାର ଆମନ୍ତ୍ରଣ ମିଳିବ।

brushaବୃଷ : ଶାରୀରିକରୂପରେ ଅସୁସ୍ଥ ରହିବେ ତଥା କାର୍ଯ୍ୟ ସଫଳତା ପ୍ରାପ୍ତ କରିବାରେ ବିଳମ୍ବ ହେବାରେ ଆପଣ ନିରାଶ ହେବେ। ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ। ଖାଇବା ପିଇବାରେ ଉଚିତ ଅନୁଚିତର ବିବେକ ରଖିବେ। ଆଜି କାର୍ଯ୍ୟ ଭାର ଅଧିକ ରହିବ। ଭଲ ହେବ ଆଜି କୌଣସି କାର୍ଯ୍ୟର ପଛରେ ମାନସିକ ସୁଖ ଶାନ୍ତି ନ ହରାଇ ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକତାର ଆଶ୍ରୟ ନେବେ।

mithunaମିଥୁନ : ଆଜିର ଦିନ ଆନନ୍ଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକରୂପରେ ଆପଣ ଖୁସି ଅନୁଭବ କରିବେ। ମିତ୍ର ଏବଂ ପରିବାରଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରିବେ। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେଇ ପାରିବେ ଏବଂ ନୂଆ ବସ୍ତ୍ରର କ୍ରୟ କରିବେ। ଆପଣଙ୍କ ମାନ-ସମ୍ମାନ ଏବଂ ଲୋକପ୍ରିୟତାରେ ମଧ୍ୟ ବୃଦ୍ଧି ହେବାର ସଂକେତ ଅଛି।

karkataକର୍କଟ : ବ୍ୟବସାୟରେ ଆଜିର ଦିନ ଲାଭଦାୟୀ ରହିବ। କାର୍ଯ୍ୟାଳୟରେ ସହକର୍ମୀଙ୍କର ସହାୟତା ମଧ୍ୟ ପ୍ରାପ୍ତ ହେବ। ପରିବାରଜନ ଆପଣଙ୍କ ସହିତ ଆଜି ଆନନ୍ଦପୂର୍ବକ ସମୟ ବିତାଇବେ। ମାନସିକରୂପରେ ମଧ୍ୟ ଆପଣ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ମିଳିବ। କାର୍ଯ୍ୟରେ ଯଶ ପ୍ରାପ୍ତ ହେବ। ଖର୍ଚ୍ଚର ମାତ୍ରା ଅଧିକ ରହିବ।

singhaସିଂହ : ଆଜି ସୃଜନାତ୍ମକତା ଏବଂ କଳା ସମ୍ବନ୍ଧୀତ ପ୍ରବୃତ୍ତିଗୁଡ଼ିକ ପାଇଁ ଦିନ ଶ୍ରେଷ୍ଠ ଅଟେ। ବିଦ୍ୟାର୍ଥିଗଣ ମଧ୍ୟ ପାଠପଢ଼ାରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ କରି ପାରିବେ। ସ୍ନେହୀଜନ ଏବଂ ମିତ୍ରମାନଙ୍କ ସହିତ ଭେଟ ହେବ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଯାହାଫଳରେ ମାନସିକ ଏକାଗ୍ରତା ରହିବ।

kanyaକନ୍ୟା : ଆଜିର ଦିନ ପ୍ରତିକୂଳତାରେ ଭରା ରହିବ। ଶାରୀରିକ ଫୂର୍ତ୍ତିର ଆଜି ଅଭାବ ରହିବ ଏବଂ ମାନସିକରୂପରେ ମଧ୍ୟ ଚିନ୍ତା ରହିବ। ପତ୍ନୀଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ ଅଥବା ମନମାଳିନ୍ୟ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ। ସ୍ଥାବର ସଂପତ୍ତିର କାର୍ଯ୍ୟରେ ସାବଧାନ ରହିବେ।

tulaaତୁଳା : ଆଜିର ଦିନ ଆନନ୍ଦରେ ବିତାଇବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କର ସମକ୍ଷ ବିଜୟର ସ୍ଵାଦ ପ୍ରାପ୍ତି କରି ପାରିବେ। ପ୍ରତ୍ୟେକ କାର୍ଯ୍ୟର ସଫଳତା ନେଇକରି ଆସିବ। ସ୍ଵଜନମାନଙ୍କ ସହିତ ମଧ୍ୟ ଆଜି ଭେଟ ହେବ। ମାନସିକରୂପରେ ମଧ୍ୟ ପ୍ରସନ୍ନତା ରହିବ। ଧାର୍ମିକ ଯାତ୍ରାରେ ମନ ଆନନ୍ଦ ଅନୁଭବ କରିବ। ସମ୍ବନ୍ଧରେ ହେଉଥିବା ଭାବନା ଆପଣଙ୍କ ମନକୁ ଦ୍ରବିତ କରିବ।

bichhaବିଛା : ପରିବାରରେ କ୍ଲେଶମୁକ୍ତ ବାତାବରଣ ବନାଇବା ପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଆପଣଙ୍କ ବାଣୀରେ ଆଜି କାହାର ମନକୁ ଆଘାତ ପହଁଚିପାରେ। ଏଥିପାଇଁ ବାଣୀ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ।

dhanuଧନୁ : ଆଜି ଧାର୍ମିକ ଯାତ୍ରା ହେବ। ଆପଣ ନିର୍ଦ୍ଧାରିତ କାର୍ଯ୍ୟ ଗୁଡ଼ିକ ଆଜି ସଂପନ୍ନ କରି ପାରିବେ। ଶାରୀରିକ ଏବଂ ମାନସିକ ସୁସ୍ଥତା ରହିବ, ଯାହାଫଳରେ ଫୂର୍ତ୍ତି ଏବଂ ପ୍ରସନ୍ନତା ରହିବ। ପରିବାରରେ ମାଙ୍ଗଳିକ ପ୍ରସଙ୍ଗ ବନିବ। ସ୍ଵଜନମାନଙ୍କ ସହିତ ହୋଇଥିବା ସାକ୍ଷାତ ମନକୁ ପ୍ରସନ୍ନ କରିବ। ସାମାଜିକରୂପରେ ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।

makaraମକର : ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟରେ ରୁଚି ରହିବ। ସେହି କାର୍ଯ୍ୟ ଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହେବ। କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ। ବ୍ୟବସାୟିକ କାର୍ଯ୍ୟ ଗୁଡ଼ିକରେ ବିଘ୍ନ ଉପସ୍ଥିତ ହେବ। ସ୍ନେହୀଜନମାନଙ୍କର ପ୍ରତିଷ୍ଠାରେ ହାନି ହେବ।

kumbhaକୁମ୍ଭ : ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ଆଜି ଲାଭଦାୟୀ ଦିନ ଅଟେ। ମିତ୍ରମାନଙ୍କ ସହିତ ଭେଟ ହେବାରେ ମନରେ ଆନନ୍ଦ ରହିବ। ତାଙ୍କ ସହିତ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ। ନୂଆ କାର୍ଯ୍ୟର ଶୁଭାରମ୍ଭ ଆପଣଙ୍କପାଇଁ ଲାଭଦାୟୀ ରହିବ। ବିବାହ ଇଛୁକ ବ୍ୟକ୍ତିମାନଙ୍କୁ ବିବାହ ସମ୍ବନ୍ଧିତ ଆୟୋଜନ ହୋଇପାରେ।

minaମୀନ : ବ୍ୟବସାୟିକ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭଦାୟୀ ଦିନ ଅଟେ। ଆପଣଙ୍କ କାର୍ଯ୍ୟ ସଫଳତା କାରଣରୁ ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟରେ ପଦୋନ୍ନତିର ମଧ୍ୟ ଯୋଗ ଅଛି। ବ୍ୟାପାରିମାନଙ୍କୁ ବ୍ୟାପାରରେ ଲାଭ ହେବ ତଥା ତାଙ୍କର କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ମଧ୍ୟ ହେବ। ପିତାଙ୍କଠାରୁ ଲାଭ ହେବ। ପରିବାରରେ ବାତାବରଣ ଆନନ୍ଦଦାୟୀ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.