Below header

ରାଶିଫଳ : ଜାଣନ୍ତୁ କିପରି ରହିବ ଆପଣଙ୍କ ଦିନ

ସାଙ୍ଗଙ୍କ ସହ ବହୁତ ଖୁସି ରହିବେ । ଆଜି ଆପଣଙ୍କ ଦିନଟି ଠିକ୍‌ ଠାକ୍‌ ରହିବ । ମନ ଖୁସି ରହିପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।ପୂର୍ବରୁ କରିଥିବା କାମର ଶୁଭ ଫଳ ମଳିବ ।

ମେଷ : ଜୀବନ ସାଥୀଙ୍କ ସହିତ ବାହାରକୁ ଯାଇପାରନ୍ତି । ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ବହୁତ ଭଲରେ କଟିବ । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନରେ ଆଜି ସୁଖ ମିଳିପାରେ । ଛାତ୍ରମାନେ ପାଠପଢାରେ ମନ ଦେବା ଜରୁରୀ । ପରିବାର ସଦସ୍ୟାଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପାରିବାରିକ ବାତାବରଣ ଶାନ୍ତ ରହିବ କିନ୍ତୁ ଜୀବନସାଥୀ ସହିତ ବିବାଦ ହୋଇପାରେ । ଅର୍ଥ ସମସ୍ୟା ହୋଇପାରେ । କିଛି କାମ ଯୋଗୁ ମାନ ସମ୍ମାନ ମିଳିପାରେ ।

ବୃଷ : ଆର୍ଥିକ ପରିସ୍ଥିତି ସ୍ୱାଭାବିକ ରହିବ । ଆର୍ଥିକ ଯୋଜନାରେ ପରିବର୍ତ୍ତନ କରାଯାଇପାରେ ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋପାରିବ । ଆର୍ଥିକ ଲାଭ ମିଳିପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପରିବାର ସହିତ ସୁଖଦ ସମୟ କାଟିବେ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇପାରେ । କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ପିଲାମାନଙ୍କ ପାଇଁ ମନ ଖୁସି ରହିବ ।

ମିଥୁନ : ଆପଣ ଆଜି ମାନସିକ ଚାପ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କର ସକରାତ୍ମକ ମନୋଭାବ ସମସ୍ତଙ୍କୁ ଆକର୍ଷିତ କରିପାରେ । ଲଭ୍‌ମେଣ୍ଟଙ୍କ ପାଇଁ ସମୟ ଭଲରେ କଟିବ । ଆପଣ ଆଜି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଯେଉଁଥିପାଇଁ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇନପାରେ । ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ହୋଇପାରେ ।

କର୍କଟ : ଯଦି ଛାତ୍ରମାନେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି । ନିଜ ଉପରେ ନିୟନ୍ତ୍ରଣ ରିଖିବା ଯୋଗୁ ଅନେକ ସମସ୍ୟାର ସମାଧାନ ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ସହିତ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ । ଲଭ୍‌ମେଣ୍ଟଙ୍କର ପାରସ୍ପର ଉପରେ ବିଶ୍ୱାସ ଗଭୀର ହେବ । ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିପାରେ । ସାଙ୍ଗଙ୍କ ସହ ଭେଟ ହୋଇପାରେ ।

ସିଂହ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ଆଜି ପରିବାର ସହିତ ସମୟ କାଟିବେ । ବ୍ୟବସାୟ କ୍ଷେତ୍ରରେ ଏକ ଅଘଟଣ ହୋଇପାରେ । ଆର୍ଥିକ ସମସ୍ୟା ହୋଇପାରେ । ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ମଳିବ । ପିଲାଙ୍କ ଶିକ୍ଷାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି । ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ନଚେତ, କାହା ସହ ଝଗଡା ହୋଇପାରେ ।

କନ୍ୟା : ଆଜି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଯୋଗୁ ଆପଣ ଖୁସି ରହିବେ । ବିବାହିତ ଜୀବନରେ ଖୁସି ମଳିବ, ଜୀବନସାଥୀଙ୍କଠାରୁ ସମର୍ଥନ ମଧ୍ୟ ପାଇବେ । କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । କିଛି କରିଥିବା କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ମନରୁ କରିଥିବା କାମ ପୂରା ହୋଇଯିବ ।

ତୁଳା : ଆର୍ଥିକ ପରିସ୍ଥିତି ଅଧିକ ସୁଦୃଢ ହୋଇପାରେ । ବ୍ୟବସାୟରେ ଲାଭ ମଳିପାରେ । ନିଜ ଜିନିଷର ଧ୍ୟାନ ରହିଖିବେ, ନଚେତ ହଜିବାର ସମ୍ଭାବନା ରହିଛି । କିଛି କାମ ପାଇଁ ଖୁସି ରହିବେ । ଘର କାମ ପାଇଁ ଜୀବନସାଥୀଙ୍କ ସହଯୋଗ ମଳିପାରେ । ସାଙ୍ଗଙ୍କ ସହ ଭଲ ସମୟ କଟିବ । ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ଶୁଭ ରହିଛି ।

ବିଛା : ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାର ଥିଲେ ସମାଧାନ ହୋଇଯିବ । ଆପଣ ଏକ ବଡ ନିଷ୍ପତ୍ତି ନେଇପାରନ୍ତି, ଯାହା ଆର୍ଥିକ ଲାଭର ଏକ ଉପାୟ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ସମ୍ବନ୍ଧୀୟ ରୋଗ ଉତ୍ପନ୍ନ ହୋଇପାରେ । ଖାଇବାକୁ ନେଇ ସତର୍କ ରୁହନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିପାରେ । ପିଲାମାନେ ମା’ଓ ବାପାଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି ।

ଧନୁ : କର୍ମକ୍ଷେତ୍ରରେ ଆପଣଙ୍କୁ ଅସୁବିଧା ହୋଇପାରେ । ବ୍ୟବସାୟ ପାଇଁ ଦିନଟି ଠିକ୍‌ ଠାକ୍‌ ରହିବ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଭଲ ରହିବ । ଜୀବନ ସାଥୀ କୌଣସି କାମରେ ସମ୍ପୂର୍ଣ୍ଣ ସହଯୋଗ କରିବେ । କୌଣସି କାମ ପାଇଁ ଚିନ୍ତିତ ରହିପାରନ୍ତି । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ, ଆଘାତ ହେବାର ସମ୍ଭାବନା ଅଛି ।

ମକର : ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିଛି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ । ଆଜି ଆପଣଙ୍କ ଦିନଟି ଠିକ୍‌ ଠାକ୍‌ ରହିବ । ମନ ଖୁସି ରହିପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।ପୂର୍ବରୁ କରିଥିବା କାମର ଶୁଭ ଫଳ ମଳିବ । କିଛି କାମ ପାଇଁ ଅନେକ ସମ୍ମାନ ମଳିପାରେ । ପାରିବାରିକ ପରିବେଶ ଠିକ୍‌ ରହିବ ।

କୁମ୍ଭ : ଅଫିସ୍‌ରେ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ଚିନ୍ତା କରିଥିବା କାମ ପୂରା ହୋଇଯିବ । ରୋଜଗାର କରିବା ପାଇଁ ନୂଆ ନୂଆ ରାସ୍ତା ମଳିଯିବ । ଘରକୁ ଅତିଥି ଆସିପାରନ୍ତି । ଲଭ୍‌ମେଣ୍ଟଙ୍କ ଠାରୁ ଉପହାର ମିଳିପାରେ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କିଛି ନୂଆ ସାଙ୍ଗ ହୋଇପାରନ୍ତି ।

ମୀନ : ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ପିଲାମାନଙ୍କୁ ଗୁରୁଜନଙ୍କ ଆଶିର୍ବାଦ ମଳିବ । କିଛି କାମ ପାଇଁ ଅନ୍ୟ ଜଣଙ୍କୁ ସାହାର୍ଯ୍ୟ କରିବେ । ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସୁଖଦ ପରିବର୍ତ୍ତନ ଆସିପାରେ । ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ । ପାରିବାରିକ ଜୀବନ ଖୁସି ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.