ଦୈନିକ ରାଶିଫଳ: ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଲାଭଦାୟକ ହେବ

ମନ ଖୁସି ରହିବ। ଆର୍ଥିକ ସ୍ଥିତି ଭଲ ହେବ। କଠିନ ପରିଶ୍ରମ କରିବେ। ମାନସିକ ଶାନ୍ତି ରହିବ। ପରିବାରରେ ସୁଖ ଓ ଶାନ୍ତି ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଆୟ ବଢ଼ିବ। କଥାବାର୍ତ୍ତାରେ ଶାଳୀନତା ରହିବ। ସନ୍ତାନଙ୍କଠାରୁ ଭଲ ଖବର ପାଇବେ। ଭ୍ରମଣର ଯୋଗ ରହିଛି।

ମେଷ: ମନ ଖୁସି ରହିବ। ଆର୍ଥିକ ସ୍ଥିତି ଭଲ ହେବ। କଠିନ ପରିଶ୍ରମ କରିବେ। ମାନସିକ ଶାନ୍ତି ରହିବ। ପରିବାରରେ ସୁଖ ଓ ଶାନ୍ତି ରହିବ।

ବୃଷ: ଖର୍ଚ୍ଚ ବୃଦ୍ଧି ପାଇବ। ଆୟ ବଢ଼ିବ। କଥାବାର୍ତ୍ତାରେ ଶାଳୀନତା ରହିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ଭ୍ରମଣର ଯୋଗ ରହିଛି।

ମିଥୁନ: ଅଯଥା ଝଗଡ଼ାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସମସ୍ୟା ଆସିବ। କାର୍ଯ୍ୟରେ ସଫଳ ହେବେ।

କର୍କଟ: ଶୈକ୍ଷିକ କାର୍ଯ୍ୟରୁ ସୁଖଦ ପରିଣାମ ମିଳିବ। ସ୍ୱଭାବରେ ଚିଡ଼ିଚିଡ଼ାପଣ ରହିବ। ବାଣୀରେ ମଧୁରତା ରହିବ। ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ।

ସିଂହ: ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। କର୍ମ କ୍ଷେତ୍ରରେ ପରିଶ୍ରମ ଅଧିକ କରିବେ। ପରିବାରର ସମର୍ଥନ ପାଇବେ।

କନ୍ୟା:ବ୍ୟବସାୟିକ କାର୍ଯ୍ୟରେ ମନ ଲାଗିବ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ମାନ ସମ୍ମାନ ପାଇବେ। ଖର୍ଚ୍ଚ ଅଧିକ ହେବ।

ତୁଳା: ମନରେ ନିରାଶା ଏବଂ ଅସନ୍ତୋଷର ଭାବ ରହିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଚାକିରିରେ ଅତିରିକ୍ତ ଦାୟିତ୍ୱ ମିଳି ପାରେ।

ବିଛା: ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଆୟ ବଢ଼ିବ। ଖର୍ଚ୍ଚ ବଢ଼ିବ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଘରେ ଶୁଭ କାର୍ଯ୍ୟ ହେବ।

ଧନୁ: ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ମିଠା ଖାଦ୍ୟ ପେୟ ପ୍ରତି ରୁଚି ବଢ଼ିବ। ବସ୍ତ୍ର ଉପରେ ଖର୍ଚ୍ଚ କରିବେ।

ମକର: ଧୌର୍ଯ୍ୟଶୀଳତା ବୃଦ୍ଧି ପାଇବ। କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହୀ ହେବେ। ଗୃହ ସୁଖ ବଢ଼ିବ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ।

କୁମ୍ଭ: ମନ ପ୍ରସନ୍ନ ରହିବ। ପରିବାରର ସମର୍ଥନ ପାଇବେ। ଚାକିରିରେ ପଦୋନ୍ନତି ପାଇ ପାରନ୍ତି। ଆୟ ବଢ଼ିବ। ମାନସିକ ଶାନ୍ତି ରହିବ।

ମୀନ: ଚାକିରିରେ କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ। ମନ ଅଶାନ୍ତ ରହିବ। ସ୍ୱଭାବରେ ଚିଡ଼ିଚିଡ଼ାପଣ ରହିବ। ଚିନ୍ତାରୁ ଦୂରେଇ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.