ରାଶିଫଳ : ଜାଣନ୍ତୁ କେଉଁ ରାଶିର ଛାତ୍ରଛାତ୍ରୀ ଆଜି ସଫଳତା ପାଇବେ
କାର୍ଯ୍ୟକ୍ଷେତ୍ରରେ କାମ କରିବାର ନୂତନ ଉପାୟ ମିଳିପାରେ । ଘରକୁ ଅତିଥି ଆସିପାରନ୍ତି । ମାର୍କେଟିଂର ଲୋକମାନଙ୍କ ପାଇଁ ଦିନଟି ଭଲ ରହିବ । କୌଣସି ଯୋଜନାରେ ସଫଳତା ମିଳିବ ।

ମେଷ: ପାରିବାରିକ ସ୍ଥିତି ଠିକ୍ ରହିବ । ସନ୍ଧ୍ୟା ସମୟରେ ପିଲାମାନଙ୍କ ସହ ସମୟ ଅତିବାହିତ କରିବେ । ଲଭ୍ମେଣ୍ଟ୍ଙ୍କ ପାଇଁ ଦିନଟି ଭଲ। ସାଙ୍ଗଙ୍କ ସାହାଯ୍ୟ ମିଳିବା ଯୋଗୁ କାମ ପୂରା ହୋଇଯିବ। ଅଟକି ରହିଥିବା କାମ ପୂରା ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଠିକ୍ ଠାକ୍ ରହିବ, ଶିକ୍ଷକଙ୍କ ସମର୍ଥନ ମିଳିବ
ବୃଷ: ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ନୂଆ ରାସ୍ତା ମିଳିବ । ଚାକିରି ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ଉଚ୍ଚ ବିଚାର ଯୋଗୁ ଉପହାର ମିଳିପାରେ । କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ, ଯାହା ଆଗକୁ ଯାଇ ଲାଭଦାୟକ ହୋଇପାରେ । ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ ।
ମିଥୁନ: ପିଲାମାନଙ୍କ ସହ ଖୁସିର ସମୟ କାଟିବେ । ଜୀବନସାଥିଙ୍କ ସହ ଧାର୍ମିକ ସ୍ଥାନକୁ ଗଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣଙ୍କର ନୂଆ ବନ୍ଧୁ ହେବାର ସମ୍ଭାବନା ରହିଛି । ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । କୌଣସି ଲୋକଙ୍କ ସାହାଯ୍ୟ ମିଳିବ ।
କର୍କଟ: ଆଜି ଆପଣଙ୍କ ଭାଗ୍ୟ ସାଥିରେ ରହିବ । କିଛି ଜରୁରୀ କାମ ପୂରା ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ । ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ । ଓକିଲାତି କରୁଥିବା ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।
ସିଂହ: ପୂର୍ବରୁ କରିଥିବା କାମ ଯୋଗୁ ଭଲ ପରିଣାମ ମିଳିବ । କୌଣସି କାମକୁ ବୁଝି ବିଚାରି କରିବେ । ଅଫିସ୍ର ଭଲ ବାତାବରଣ ଯୋଗୁ ମନ ଖୁସି ରହିବ । ଆୟ କରିବାର ଉଚିତ୍ ଅବସର ମିଳିପାରେ। ଜୀବନସାଥିଙ୍କ ସହ ଦିନଟି ଭଲରେ କଟିବ, ଯାହାଦ୍ୱାରା ସମ୍ପର୍କ ସୁଦୃଢ ହେବ ।
କନ୍ୟା: ଅଫିସ୍ରେ କାମର ଚାପ ବଢିପାରେ । କିଛି କାମରେ ବିଳମ୍ବ ହୋଇପାରେ । ଘର କାମ ପୂରା କରିବାରେ ପରିବାର ସଦସ୍ୟ ସାହାଯ୍ୟ କରିବେ । ଆପଣ ନିଜ ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ । ନିଜ ଆଖପାଖର ପ୍ରତ୍ୟେକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଆଜି ବେପାରୀ ବର୍ଗର ଲୋକଙ୍କୁ ଧନ ପ୍ରାପ୍ତି ହୋଇପାରେ ।
ତୁଳା: ଆପଣଙ୍କର କୌଣସି ପ୍ରିୟ ଲୋକଙ୍କ ସହ ଭେଟ ହେବ, ଯାହାଦ୍ୱାରା ଭବିଷ୍ୟତରେ ପରିବର୍ତ୍ତନ ଆସିପାରେ । କିଛି କାମ ବିଳମ୍ବରେ ପୂରା ହେବ । କୌଣସି କାରଣ ଯୋଗୁ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ । ଅଭିନୟ କରୁଥିବା ଲୋକଙ୍କୁ କଠିନ ପରିର୍ଶମ କରିବାକୁ ପଡିବ । ପୂରା ଦିନ ମନ ଖୁସି ରହିବ । ସ୍ୱାସ୍ଥ୍ୟ ଆଜି ଠିକ୍ ଠାକ୍ ରହିବ ।
ବିଛା: ଆଜି ଘରକୁ ଅତିଥି ଆସିପାରନ୍ତି, ଯାହାଦ୍ୱାରା ଘରେ ଖୁସିର ପରିବେଶ ରହିବ । ବାହାରକୁ ଯାତ୍ରା କରିପାରନ୍ତି । କୌଣସି ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି, ହେଲେ ସନ୍ଧ୍ୟା ସମୟରେ ସବୁ ଠିକ୍ ହେବାର ସମ୍ଭାବନା ରହିଛି । କୌଣସି ଅସୁବିଧା ଥିଲେ ତାହା ଦୂର ହୋଇଯିବ ।
ଧନୁ: ନିଜ ଜରୁରୀ ଜିନିଷର ଧ୍ୟାନ ରଖିବା ଉଚିତ୍, ନଚେତ ହଜିପାରେ । କଳାତ୍ମକ କାର୍ଯ୍ୟରେ ରୁଚି ରହିବ । ଭାବିବିଚାରି କାମ କରିବା ଦ୍ୱାରା ସଫଳତା ମିଳିପାରେ । ମାର୍କେଟିଂର ଲୋକମାନଙ୍କ ପାଇଁ ଦିନଟି ଭଲ ରହିବ । କୌଣସି ଯୋଜନାରେ ସଫଳତା ମିଳିବ । ଜୀବନସାଥିଙ୍କ ସାହାଯ୍ୟ ଯୋଗୁ ଲାଭ ମିଳିବାର ସମ୍ଭାବନା ଅଛି । ଭବିଷ୍ୟତ ବିଷୟରେ ଭାବିବେ । କାର୍ଯ୍ୟକ୍ଷେତ୍ରରେ କାମ କରିବାର ନୂତନ ଉପାୟ ମିଳିପାରେ । ଘରକୁ ଅତିଥି ଆସିପାରନ୍ତି ।
ମକର: ପରିବାର ଲୋକ କାମରେ ସାହାଯ୍ୟ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ । କିଛି ନୂଆ ଉପାୟରେ ଧନ ପ୍ରାପ୍ତି ହୋଇପାରେ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ଯାହାଦ୍ୱାରା ଲାଭବାନ ହୋଇପାରନ୍ତି । ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ଛାତ୍ରଛାତ୍ରୀମାନେ ମନ ଶାନ୍ତ ରଖିବେ, ଯାହାଦ୍ୱାରା ପୂରା ଦିନଟି କାମରେ ମନ ଲାଗିବ।
କୁମ୍ଭ: ଜୀବନସାଥିଙ୍କୁ ସଫଳତା ମିଳିବା ଯୋଗୁ ଘରେ ଖୁସିର ପରିବେଶ ରହିବ । କିଛି ନୂଆ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଘରେ ଖୁସି ଓ ଶାନ୍ତି ଭରି ରହିବ । ନିଜ ଲୋକ ଖୁସି ଖବର ଦେଇ ପାରନ୍ତି । ଆପଣ ଆଜି ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । କିଛି ନୂତନ କାର୍ଯ୍ୟରୁ ବହୁତ କିଛି ଶିଖିବା ପାଇଁ ମିଳିପାରେ । ମାତାପିତାଙ୍କ ସହ ବାହାରକୁ ଯିବେ । ଛାତ୍ରଛାତ୍ରୀଙ୍କର ପାଠ ପଢାରେ ରୁଚି ବଢିବ ।
ମୀନ: ଆଜିର ଦିନଟି ଲାଭଦାୟକ ହେବ । ନୂଆ ଲୋକଙ୍କ ସହ ଦେଖା ହେବାର ସମ୍ଭାବନା ରହିଛି । ଆପଣଙ୍କୁ କିଛି ବଡ ନିଷ୍ପତ୍ତି ନେବାକୁ ପଡିପାରେ । ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇପାରନ୍ତି । କୌଣସି କମ୍ପାନୀ ଠାରୁ ଚାକିରିର ଅଫର ମିଳିପାରେ । ନୂଆ ଢଙ୍ଗରେ ରୋଜଗାର କରିବାର ଅବସର ମିଳିପାରେ।